ବ୍ରେକଫାଷ୍ଟରେ କ’ଣ ଖାଇବେ, କ’ଣ ଖାଇବେ ନାହିଁ? | Nutrition/ Healthy Breakfast in Odia | Dr Mousumi Mishra
Swasthya Plus Odia Swasthya Plus Odia
711K subscribers
338,796 views
8.3K

 Published On Mar 9, 2021

#Nutrition #HealthyLife #Breakfast #DoctorAdvice #OdiaHealthTips

ପୋଷଣ ବା ନ୍ୟୁଟ୍ରିସନ ଅର୍ଥ ହେଉଛି ପୁଷ୍ଟି। ଖାଦ୍ୟ ଖାଇବା ଦ୍ବାରା ଏହି ପୁଷ୍ଟି ଆମ ଶରୀରକୁ ମିଳିଥାଏ। ତେଣୁ ଏକ ସୁସ୍ଥ ଶରୀର ପାଇଁ ପୋଷଣ ଭୂମିକା ଗୁରୁତ୍ବପୂର୍ଣ୍ଣ ଦରକାର। ଆପଣ ଜାଣିଛନ୍ତି କି, ଶରୀର ସୁସ୍ଥ ରହିବା ପାଇଁ ସକାଳ ଜଳିଖିଆ ଖାଇବାକୁ ଜମା ଭୁଲନ୍ତୁ ନାହିଁ। ବିଶିଷ୍ଟ ଡାଏଟିସିଆନ୍ ଡାକ୍ତର ମୌସୁମୀ ମିଶ୍ରଙ୍କଠାରୁ ନ୍ୟୁଟ୍ରିସନକୁ ନେଇ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ପାଆନ୍ତୁ।

ଏହି ଭିଡିଓରେ ରହିଛି,

ପୋଷଣ କ’ଣ? (0:00)
ଦୈନିକ କେତେ ପୋଷଣ ଦରକାର? (0:42)
ସ୍ୱାସ୍ଥ୍ୟ ପାଇଁ ବ୍ରେକଫାଷ୍ଟର ଗୁରୁତ୍ୱ (1:37)
ବ୍ରେକଫାଷ୍ଟରେ କ’ଣ ଖାଇବେ ନାହିଁ? (5:23)
ବାଲାନ୍ସ ଡାଏଟ୍ କ’ଣ? (6:15)
କେତେବେଳେ କ’ଣ ଖାଇବେ? (7:27)
ସଠିକ ପୋଷଣ ସଠିକ ବିକାଶ (10:07)
ଡାକ୍ତରଙ୍କ ଟିପ୍ସ (11:15)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/why-you-sho...

Food is essential, it provides vital nutrients for survival, and helps the body function and stay healthy. Did you know, don't forget to eat breakfast to keep your body healthy. Get answers to all your questions about nutrition from Dr Mousumi Mishra, a dietitian.

In this video,

What is nutrition? (0:00)
How many nutrients do you need daily? (0:42)
Breakfast is a very important meal (1:37)
What not to eat for breakfast? (5:23)
What is a balanced diet? (6:15)
When to eat? (7:27)
Proper nutrition and proper development (10:07)
Doctor's tips (11:15)
Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed