ଗର୍ଭାବସ୍ଥାରେ ସକାଳେ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଖାଦ୍ୟପେୟ କିଭଳି ହେବା ଉଚିତ୍ Dr. Sini
Precaution For Health Precaution For Health
282K subscribers
33,472 views
592

 Published On Dec 18, 2020

Watch the Exclusive Interview With Dr. Sini Venugopal on " Pregnancy diet: What to eat and what to avoid // ଗର୍ଭବତୀ ମହିଳାଙ୍କ ପାଇଁ ଖାଦ୍ୟପେୟ କେତେ ଗୁରୁତ୍ବପୂଣ୍ଣ ? // गर्भावस्था के दौरान आप जो खाते हैं, वह आपके अजन्मे बच्चे को बुद्धिमान, स्वस्थ और सेहतमंद बनाएगा //


ଏହି ଭିଡିଓରେ ଓଡ଼ିଶାର ଅଭିଜ୍ଞ ପ୍ରସୂତୀ ଓ ସ୍ତ୍ରୀରୋଗ ବିଷେଶଜ୍ଞ ଡାକ୍ତର ଶୁଭଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି

୧- ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଖାଦ୍ୟପେୟ କେତେ ଗୁରୁତ୍ବପୂଣ୍ଣ ?
୨- ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ସକାଳେ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଖାଦ୍ୟପେୟ କିଭଳି ହେବା ଉଚିତ୍ ?
୩- ଗର୍ଭଧାରଣା କରିବାର ପ୍ରଥମ କିଛି ଦିନ ଖାଇବାକୁ ଇଛା ହୁଏ ନାହିଁ ଏହି ସମୟରେ କ’ଣ କରିବା ଉଚିତ୍ ?
୪- କର୍ମଜୀବି ମହିଳାଙ୍କ ପାଇଁ ଖାଦ୍ୟପେୟ କିଭଳି ହେବା ଉଚିତ୍?
୫- ଗର୍ଭବତୀ ମହିଳା ମାନେ ଉପବାସ କରିବା କିମ୍ବା ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା କେତେ କ୍ଷତିକାରକ ହୋଇପାରେ?
୬- ଜଣେ ଗର୍ଭବତୀ ମହିଳା କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ ଏବଂ କେଉଁ ଖାଦ୍ୟ ଖାଇବା ଉଚିତ୍?
୭- ଖାଦ୍ୟପେୟ ସହିତ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଜୀବନଶେଳୀ କିଭଳି ହେବା ଉଚିତ୍ ?
୮- ଭାରି ଜିନିଷ ଉଠାଇବା, ପାହାଚ ଚଢିବା , ଗାଡିରେ ଯିବା ବେଳେ କ’ଣ ସବୁ ସତର୍କତା ନେବା ଉଚିତ୍?
୯- କର୍ମଜୀବି ମହିଳା ମାନେ ଅଫିସରେ କାମ କରୁଥିବା ବେଳେ କେଉଁ ସବୁ ଦିଗପ୍ରତି ଧ୍ୟାନ ଦେବା ଉଚିତ୍?
୧୦- ଗର୍ଭାବସ୍ଥା ସମୟରେ ବ୍ୟାୟାମ କରିବା, ଯୋଗ କରିବା କେତେ ଲାଭଦାୟକ

Connect with us:
Facebook:   / precautionfo.  .
Twitter:   / precautionfh  
WhatsApp : https://chat.whatsapp.com/LDqLIwLOfZ0...
Website: https://www.precautionforhealth.com

Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

show more

Share/Embed