ପେଟ କମାଇବା ପାଇଁ ଡାଏଟ୍‌ | Diet Plan for Reducing Belly Fat in Odia | Dietician Niharika Dash
Swasthya Plus Odia Swasthya Plus Odia
711K subscribers
3,216,943 views
59K

 Published On Aug 30, 2021

#FatLossDiet #OdiaHealthTips #DoctorAdvice

👩🏻‍⚕️🏥 ସ୍ଵାସ୍ଥ୍ୟ ସମସ୍ୟାକୁ ଯଥାଶୀଘ୍ର ଚିହ୍ନଟ କରିବା, ତାକୁ ରୋକିବା ଏବଂ ତା’ର ଚିକିତ୍ସା କରିବାକୁ ହେଲେ ଆପଣ ଏବଂ ଆପଣଙ୍କ ପରିବାର ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଜରୁରୀ। ସୁଲଭ ଦରରେ ଏବେ ହିଁ ସ୍ୱାସ୍ଥ୍ୟ ଯାଞ୍ଚ ବୁକ୍ କରନ୍ତୁ: https://bit.ly/3H9tSUY

ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟରେ ଚର୍ବି ବଢ଼ିବା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟଧିକ ଚର୍ବି କାରଣରୁ ବିଭିନ୍ନ ରୋଗ ମାଡ଼ି ବସିବାର ଆଶଙ୍କା ଥାଏ। ତେବେ ପେଟରୁ ଚର୍ବି କମାଇବା ପାଇଁ କେଉଁ ଭଳି ଡାଏଟ୍‌ ଆପଣେଇବା ଆବଶ୍ୟକ। ଏନେଇ ଡାଏଟିସିଆନ୍‌ ନିହାରିକା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ପେଟରେ ଚର୍ବି ଲାଗେ କାହିଁକି? (0:00)
ପେଟର ଚର୍ବି କମିବ କେମିତି? (1:30)
ଦିନ ତମାମ କ’ଣ ଖାଇବେ? (3:41)
ଡାଏଟିସିଆନ୍‌ଙ୍କ ଟିପ୍ସ (6:48)

Increasing belly fat has become a common problem in today’s modern lifestyle. Excessive fat in the abdomen can lead to various diseases. So what kind of diet should you adopt to reduce belly fat? Let's find out more from Dietician Niharika Dash.

In this Video,

Causes of belly fat (0:00)
How to lose belly fat? (1:30)
What to eat all day? (3:41)
Dietician Tips (6:48)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed