ଟେଷ୍ଟରେ ଟିମ ଇଣ୍ଡିଆର ଛକାଚୌକା ବୃଷ୍ଟି, ଉଡିଲା ଉଇକେଟ | Odisha Reporter
Odisha Reporter Odisha Reporter
2.49M subscribers
327 views
12

 Published On Sep 30, 2024

ଟେଷ୍ଟ ମ୍ୟାଚକୁ ଫଟାଫଟ କ୍ରିକେଟ ଷ୍ଟାଇଲରେ ଖେଳିଲା ଟିମ ଇଣ୍ଡିଆ। ମ୍ୟାଚ ଦେଖିବାକୁ ଆସିଥିବା ଦର୍ଶକ ନେଲେ ଭରପୁର ମଜା। ଯିଏ ଆସିଲା ସିଏ ପିଟିଲା। ଚୌକା ଛକାରେ ବାଂଲାଦେଶକୁ ଧୁଲେଇଲେ। ଟିମ ଇଣ୍ଡିଆର ରଣନୀତି ଦେଖି ବଂଲାଦେଶ କାବା।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #IndianCricketTeam #India #Bangladesh #Cricket #TestMatch #odishareporter

show more

Share/Embed