କଣ କହିଲେ ଝାଡ଼ଖଣ୍ଡର ଓଡ଼ିଆ ଭୋଟର ? | Odisha Reporter
Odisha Reporter Odisha Reporter
2.49M subscribers
394 views
7

 Published On Sep 30, 2024

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ଅନେକ ଓଡ଼ିଆ ଭାଷାଭାଷୀ ଲୋକ ରହୁଛନ୍ତି । ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ଅନେକ ବିଜେପି ନେତା ଝାଡ଼ଖଣ୍ଡ ଯାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି । ଜେଏମଏମ ନେତୃତ୍ୱାଧୀନ ସରକାରରେ ଅତିଷ୍ଠ ହୋଇ ଏଥର ପରିବର୍ତ୍ତନ କରିବେ ବୋଲି କହିଛନ୍ତି ଓଡ଼ିଆ ଭୋଟର । ଶୁଣନ୍ତୁ ସେମାନେ ଆଉ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Jharkhand #assemblyelections2024 #odiavoters

show more

Share/Embed