Published On Nov 3, 2021
Produced by AKB official
Song - Mu Tumaku Chahen
( ମୁଁ ତୁମକୁ ଚାହେଁ )
Lyrics & Music - Puratan Jena
Singer - Junash Ganta
Arrangements - Subham Samal (Bapi)
Studio - Prativa (Cuttack)
Flute - Sima Bhai (Bhubaneswar)
Lyric
ମୁଁ ତୁମକୁ ଚାହେଁ Lyric in Odia
ହେ ପ୍ରେମମୟ ଈଶ୍ୱର
ହେ ମୋର ଜୀବନେଶ୍ୱର
ମୁଁ ତୁମକୁ ଚାହେଁ .. ୦
ପ୍ରତି ପ୍ରଭାତେ ପ୍ରତି ମୁହୂର୍ତ୍ତେ
ଏ ଜୀବନରେ ତୁମକୁ ଖୋଜେ
ପ୍ରତି ସମୟେ ପ୍ରତି କ୍ଷଣରେ
ଏହି ଜୀବନେ ତୁମକୁ ଭାଳେ
ତୁମେ ମୋ ପରମ ଧନ୍ୟ..
ତୁମକୁ କରେ ମୁଁ ମାନ୍ୟ...
ମୁଁ ତୁମକୁ ଚାହେଁ .. ୧
ପ୍ରାର୍ଥନା ଯେବେ ନିତି ମୁଁ କରେ
ତୁମକୁ ଲଭେ ମୋ ଜୀବନରେ
ସଞ୍ଜ ସକାଳେ ମଧ୍ୟାହ୍ନ କାଳେ
ପ୍ରଶଂସୀ ଯିବି ମୁଁ ତୁମନାମେ
ତୁମେ ମୋ ଆତ୍ମା ପାଳକ
ତୁମେ ମୋ ମନ ଚାଳକ
ମୁଁ ତୁମକୁ ଚାହେଁ .... ୨
Mu tumaku chahen Lyric in English
He premamaya ishwara
He mora jeebaneshwara
Mu tumaku chahen ...... - 0 -
Prati prabhate prati muhurtte
E jeebanare tumaku khoje
Prati samaye prati kshyanare
Ehi jeebane tumaku bhale
Tume mo parama dhanya
Tumaku kare mu manya...
Mu tumaku chahen - 1 -
Prarthana jebe niti mu kare
Tumaku labhe mo jeebanare
Sanja sakale madhyanha kale
Prashangsee jibi mu tuma name
Tume mo aatma palaka
Tume mo mana chalaka .... - 2 -
Video credits .......
Frame : JUNASH GANTA
Contact Us :-
Rev. Amodh Kumar Bardhan - +917751918337
Making & Editing : Chiku
Click on link to check out female version:- • Mu Tumaku Chahen l Susanna Brown l AK...
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ link ଉପରେ Click କରନ୍ତୁ.....
1.ପହେଲା ପ୍ରେମ୍ teaser (rkstar.ruku suna)
• † ପହେଲା ପ୍ରେମ୍ ♥ pahela prem !! ruku ...
2.ଠିକ୍ କରିଲୁ ନା ଭୁଲ୍ କରିଲୁ (mantu mhhuria)
• ଠିକ୍ କରିଲୁ ନା ଭୁଲ୍ କରିଲୁ || THIK KARI...
3.ଧନ୍ୟ ତାଙ୍କ ପ୍ରେମ (priyodas mali)
• ଧନ୍ୟ ତାଙ୍କ ପ୍ରେମ || DHANYA TANKA PREM...
4.ଅନ୍ଧାର ଗଲା ଦୁରେଇ (amit pani)
• Andhara Gala Durei :llଅନ୍ଧାର ଗଲା ଦୁରେ...
5.ଏହି ଜୀବନ (jayam lima)
• Ehi jibana prabhu tuma dano # ଏହି ଜୀବ...
6.ମୁଁ ତୁମକୁ ଚାହେଁ (susanna brown)
• Mu Tumaku Chahen l Susanna Brown l AK...
7.ମୁଁ ତୁମକୁ ଚାହେଁ (Junash Ganta)
• Mu Tumaku Chahen I Junash Ganta I Mal...
8.ମୁଁ ଯେ ବାଟୋଇ (kumar ginu)
• Mun Je Batoi Swarga Rajyara | ମୁଁ ଯେ ...