ଠିକ୍ କରିଲୁ ନା ଭୁଲ୍ କରିଲୁ || THIK KARILU NA BHUL KARILU || MANTU CHHURIA|| PRIYODAS MALI || 2022 SONG
AKB MINISTRIES AKB MINISTRIES
16K subscribers
719,980 views
8.7K

 Published On Premiered Jan 19, 2022

ପ୍ରିୟ ଦର୍ଶକବୃନ୍ଦ,ଆପଣ ମସ୍ତସଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁମଧୁର ନାମରେ ଏହି 2022 ବର୍ଷର ତୃତୀୟ ସପ୍ତାହରେ ଭକ୍ତିପୂର୍ଣ୍ଣ ନମସ୍କାର ଏବଂ ଅଭିନନ୍ଦନ ଜ୍ଞାପନ କରୁ I

AUDIO CREDITS :-

Singer-Mantu Chhuria
Concept & Composition - Priyodas mali
Lyrics- Jugal kishor pradhan
Music arrangement- Priyodas mali
contact@#7008897355
players:
Keyboard-Nari bhai
Drum-Babu da
Rythm(dhol,nishan tasa)-Manish nanda & Pramod da

GIFT SOCIETY FOUNDER DIRECTOR: Rev.Amodh Kumar Bardhan

Recording at : (PRATIVA STUDIO ,CUTTACK)
Recodist -pradeep
Mixing & Mastering : Sundaram
Making and edit - Chiku
Special thanks to:
Ambram,Eva,Caleb,Merry,David,Esther,Joshua,Rafael,Debraj,Hossana,Moses,Blesson,Chintu,
Amos,Webmaster Gagan

FOR BETTER SOUND CLARITY
" USE HEADPHONES "


🎼 LYRICS 🎼
ପ୍ରଭୁ ପାଦେ ମନ ତୋର ଅରପି ଥିଲୁ
ସେହି ପାଦ ଛାଡ଼ି କାହିଁ ଦୁରେଇ ଗଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ
କେଉଁ ଲାଳସାରେ ମନ ବୁଲେଇ ଦେଲୁ
ଯାହା ପାଇଥିଲୁ ସବୁ ହଜେଇ ଦେଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ=0=

ଦୀନଦୁଃଖୀଙ୍କ ସେବାରେ ଥିଲୁ
ଲୋଭ ମୋହରେ ମାତିଲୁ.....( ବନ୍ଧୁ) x2
ଛଳ କପଟେ ପଦ ପଦବୀ
ସବୁତ ହାତେଇ ନେଲୁ... (ଧନ) x2
ଦାନ ଧର୍ମ କର୍ମ ସବୁ ପାଶୋରି ଦେଲୁ
ଧନ ପାଇଁ ମାନ ତୋର ହରେଇ ଦେଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ=1=


ସରିଗଲେ ତୋ ବଳ ବୟସ
ଭଣ୍ଡାର ହୋଇବ ଖାଲି .....( ବନ୍ଧୁ) x2
ଖାଲି ହାତରେ ଆସିଥିଲୁ ତୁ
ଖାଲି ହାତେ ଯିବୁ ଚାଲି ... (ଧନ) x2
କାହା ଲାଗି ଏତେ ଧନ ଅରଜି ଥିଲୁ
ଅକ୍ଷୟ ଧନକୁ କିବା ତୁଛ ମଣିଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ=2=



ଏଇ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଆମେନ୍ ଧନ୍ୟବାଦ 🙏🙏

!! ANTI - PIRACY WARNING !!
--------------------------------------------------
This Content is COPYRIGHT to AKB MINISTRIES, Any Unauthorised Reproduction , Redistribution, Re-upload (Audio or Video) is Strictly Prohibited.

ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ link ଉପରେ Click କରନ୍ତୁ.....

1.ପହେଲା ପ୍ରେମ୍ teaser (rkstar.ruku suna)
   • † ପହେଲା ପ୍ରେମ୍ ♥ pahela prem !! ruku ...  
2.ଠିକ୍ କରିଲୁ ନା ଭୁଲ୍ କରିଲୁ (mantu mhhuria)
   • ଠିକ୍ କରିଲୁ ନା ଭୁଲ୍ କରିଲୁ || THIK KARI...  
3.ଧନ୍ୟ ତାଙ୍କ ପ୍ରେମ (priyodas mali)
   • ଧନ୍ୟ ତାଙ୍କ ପ୍ରେମ || DHANYA TANKA PREM...  
4.ଅନ୍ଧାର ଗଲା ଦୁରେଇ (amit pani)
   • Andhara Gala Durei :llଅନ୍ଧାର ଗଲା ଦୁରେ...  
5.ଏହି ଜୀବନ (jayam lima)
   • Ehi jibana prabhu tuma dano # ଏହି ଜୀବ...  
6.ମୁଁ ତୁମକୁ ଚାହେଁ (susanna brown)
   • Mu Tumaku Chahen l Susanna Brown l AK...  
7.ମୁଁ ତୁମକୁ ଚାହେଁ (Junash Ganta)
   • Mu Tumaku Chahen I Junash Ganta I Mal...  
8.ମୁଁ ଯେ ବାଟୋଇ (kumar ginu)
   • Mun Je Batoi Swarga Rajyara | ମୁଁ ଯେ ...  

show more

Share/Embed