HE PRIYATAMA BARA | ହେ ପ୍ରିୟତମ ବର | MANTU CHURIA | PRASAD LIMA MUSIC OFFICIAL VIDEO | 2024
PRASAD LIMA MUSIC PRASAD LIMA MUSIC
52.1K subscribers
278,526 views
8.5K

 Published On Premiered Dec 17, 2022

FOR BETTER SOUND CLARITY
" USE HEADPHONES "

FULL 4K Ultra HD video ......


ହେ ପ୍ରିୟତମ ବର ............

HE PRIYATAMA BARA ............


AUDIO CREDITS :-


Singer : MANTU CHURIA

Music : PRASAD LIMA

Lyrics : TAITAS PAL

Recording at : Studio SOMESH , (Bhubaneswar)

Recordist : BUNNY MOHANTY

Mastering : SOMESH SATAPATHY


VIDEO CREDITS :-

In Frame : MANTU CHURIA

D.O.P / Camera : ANIL LIMA

Editing: : ANIL LIMA

Thumbnail designed by : PARSURAM SAGARIA

Special Thanks : Brother SISIR LIMA ( Project Manager )


ଗୀତର ସମୂର୍ଣ୍ଣ ଲେଖା -:


ଆକାଶ ଆଉ ଏପ୍ରୁଥିବିର ନିର୍ମାଣ କାରୀ
ଗୌରବ ଓ କର୍ତ୍ତାପଣ ର ତୁମେ ଅଧିକାରୀ
ସ୍ୱର୍ଗାଦେଶେ ଉପବିଷ୍ଟ ଆହେ ରାଜାଧିରାଜନ ମୋର
ସବୁ ନାମ ଠାରୁ ଉଚ୍ଚ ପ୍ରିୟ ଯୀଶୁ ନାମ ଯେ ତୁମର
ହେ ପ୍ରିୟତମ ବର ଏ ମଣ୍ଡଳୀ ଗଣର - ୦ -

ଅସାଧ୍ୟ ଯେ ତୁମ ପାଇଁ ଜଗତରେ ନାହିଁ
ଅଲୌକିକ ତୁମ କାର୍ଯ୍ୟ ତୁମରି ନାମ ଆଶ୍ଚର୍ଯ୍ୟ
ମୃତ୍ତ୍ୟୁଛାୟା ପଥ ଦେଇ କଲେ ମୁଁ ଗମନ
ତୁମେ ମୋ ଅଶ୍ରୟଗଡ ତୁମେହିଁ ମୋ ସହାୟ
ଆହେ ପରାକ୍ରମୀ ସର୍ବଶକ୍ତିମାନ ଜୀବିତ ପରେମଶ୍ବର
ହୃଦୟ ନାଚେ ମୋହର ଭଜି ସ୍ତୁତି ତୁମର - ୧ -

ସୁବାସିତ ଏ ଜୀବନ ତୁମ ମହକରେ
ପ୍ରଫୁଲିତ ଏ ପରାଣ ତବ ପରଶରେ
କ୍ଷୁଧିତ ପ୍ରାଣର ତୁମେ ସ୍ୱର୍ଗୀୟ ଆହାର
ତୃଷିତ ସକଳ ପାଇଁ ଅନନ୍ତ ନିର୍ଝର
ଅନାଥର ନାଥ ଦୁଃଖିର ଶାନ୍ତ୍ବନା ବଳ ତୁମେ ନିର୍ବଳର
ପ୍ରାଣଦିଆ ବନ୍ଧୁ ମୋର ପ୍ରତିପାଳକ ଈଶ୍ଵର - ୨ -


🎄 MERRY CHRISTMAS TO ALL 🎄


ନିରବ ଏବଂ ନିଶୁଣ ସେହି ..... ଚୀର ସ୍ମରଣୀୟ ଶିଶିର ଭିଜା ରାତିର ସେହି ଅବିସ୍ମରଣୀୟ ମୁହର୍ତ୍ତ ..... ସମଗ୍ର ଜଗତ ନିମନ୍ତେ ପରିତ୍ରାଣ ର ସୁ ସମ୍ବାଦ ନେଇ ରାଜା ମାନଙ୍କ ରାଜା ପ୍ରଭୁ ମାନଙ୍କ ପ୍ରଭୁ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ମା ମେରୀଙ୍କ କୋଳେ ଏହି ଧରା ପୃଷ୍ଠରେ ମାନବର ମୁକତି ନିମନ୍ତେ ଆବିର୍ଭାବ ହେଲେ . . . ।
ଆସନ୍ତୁ ଏହି ସୁନ୍ଦର ଜନ୍ମଉତ୍ସବ ପର୍ବ ପାଳନ ଅବସର ରେ ଆମ୍ଭେମାନେ ଉତ୍କଣ୍ଠାର ସହ ପବିତ୍ର ମନ , ପ୍ରାଣ ଓ ଆତ୍ମାରେ ସେହି ଶିଶୁ ଯୀଶୁଙ୍କୁ ସ୍ଵାଗତ କରୁ ଏବଂ ମହାଆନନ୍ଦରେ ପର୍ବ ପାଳନ କରୁ............

ଆଶା କରୁ ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ମହିମା ହେବା ସହ ଆପଣମାନଙ୍କ ପ୍ରେମ ଶ୍ରଦ୍ଧା ଏବଂ ଆଶିର୍ବାଦ ନିଶ୍ଚୟ ମିଳିବ .......
ପ୍ରଭୁ ଆମ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 🙏🙏




ଦୟାକରି ଆପଣମାନଙ୍କ ପ୍ରେମ ଶ୍ରଦ୍ଧା ଏବଂ ଭଲପାଇବା ସହ ପ୍ରାର୍ଥନା ଆମ ପାଇଁ ଜାରି ରଖନ୍ତୁ 🙏🙏


ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍............ଧନ୍ୟବାଦ 🙏🙏


!! ANTI - PIRACY WARNING !!

This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited of this Material . Legal actions will be taken against those who Violate this COPYRIGHT Material Presented.



#HePriyatamaBara
#PrasdLimaMusic
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum

show more

Share/Embed