FULL VIDEO ||ସୁସମାଚାରର ବୀଜ ବୁଣିବା||NEW ODIA CHRISTIAN SONG/SUSAMACHARARA BIJA BUNIBA Singer/ANDRIYA
4Gospel Music 4Gospel Music
572 subscribers
1,670 views
50

 Published On Premiered Oct 6, 2024

ସୁସମାଚାରର ବୀଜ ବୁଣିବା||NEW ODIA CHRISTIAN SONG 2024/SUSAMACHARARA BIJA BUNIBA Singer/Andriya narangika

#susamachararabijabuniba #newchristiansong #andriyanarangika


   / @4gospelmusic-ck9qe  



   • ସୁସମାଚାରର ବୀଜ ବୁଣିବା || SUSAMACHARARA...  

   / @anofficial-d1c  
#jisunamaatemahan

4GOSPEL MUSIC CHENNALତରଫରୁ ସମସ୍ତ ଶ୍ରୋତାମାନଙ୍କୁ ହୃଦୟରୁ ସ୍ବାଗତ ଜଣାଉ , ଈଶ୍ଵରଙ୍କ ଅନୁଗ୍ରହ ଦୟା ଓ ଆଶିର୍ବାଦ ହେତୁ ପ୍ରଥମ ଥର ପାଇଁଁ 4GOSPEL MUSIC ପ୍ରସ୍ତୁତ କରିଛି ଏକ ଭାବପୂର୍ଣ୍ଣ , ହୃଦୟସ୍ପର୍ଶି ଗୀତ ଯାହା ସୁସମାଚାର କୁ ନେଇ ଆଧାରିତ।

ଗୀତକୁ ଶୁଣନ୍ତୁ Like share comment ଏବଂ Subscribe କରି ସୁସମାଚାର ବିସ୍ତାର କରିବାରେ ସାହାଯ୍ୟ କରନ୍ତୁ।

ଏହି CHANNEL କୁ କେହି ଯଦି ନୂଆ କରି ଆସିଛନ୍ତି, ତେବେ ନୂଆ ନୂଆ ଗୀତ ପାଇବା ପାଇଁ, 4GOSPEL MUSIC CHENNAL କୁ Subscribe କରନ୍ତୁ।

ସୁସମାଚାର ବିସ୍ତାରିତ ହେବା ପାଇଁ, ବହୁ ମାତ୍ରାରେ SHERE କରନ୍ତୁ। ଧନ୍ୟବାଦ 🙏
CREDIT
Song- Susamacharara Bija Buniba

SINGER -ANDRIYA NARANGIKA (6371684921)

MUSIC & LYRICS -NOAH KORADA

MUSIC ARRANGEMENT -BAPI SAMAL

PRODUCER- AN MUSIC

MIX & MASTERING - NOEL STUDIO
(Rayagada)

VIDEO RECORDING - PREM BULU

VIDEO & THUMBNAIL EDIT -ANANDA BHAI

SPECIAL THANKS -SRIDHAR , DAVIDA, RAJU , ENOSH, MANOJ



Full Lyrics

ସୁସମାଚାରର ବୀଜ.... ବୁଣିବା.......
ଆମେ ବୁଣିବା.... ଆମେ ବୁଣିବା..........
ସୁସମାଚାରର ବୀଜ ବୁଣିବା
ଆମେ ବୁଣିବା,ଆମେ ବୁଣିବା
ଅପହଞ୍ଚ ସ୍ଥାନେ ସ୍ଥାନେ ଯାଇ କହିବା
ଆମେ କହିବା,ଆମେ କହିବା

*ଦୁଃଖ ଆସୁ ନିନ୍ଦା ଆସୁ
ଏ ବିଶ୍ଵାସର ଜୀବନରେ
ଯୀଶୁ ଥିଲେ ଭୟ ନାହିଁ
ଏ ଅନ୍ଧକାର ଜଗତରେ.......୨
ସାକ୍ଷୀ ହୋଇବା,ସାକ୍ଷୀ ହୋଇବା .....୨
ସୁସମାଚାରର ବିଜ.........

*ପାପ ପୂର୍ଣ୍ଣ ହୋଇଅଛି
ଏ ମାନବର ହୃଦୟରେ
ସୁସମାଚାର କେବଳ
ଦେବ ତ୍ରାଣ ଜଗତରେ....୨
ଶାନ୍ତି ଆଣିବା, ଶାନ୍ତି ଆଣିବା......୨

ସୁସମାଚାରର ବିଜ ବୁଣିବା
ଆମେ ବୁଣିବା, ଆମେ ବୁଣିବା
ଅପହଞ୍ଚ ସ୍ଥାନେ ଯାଇ କହିବା
ଆମେ କହିବା, ଆମେ କହିବା....୨
ଆମେ ବୁଣିବା, ଆମେ ବୁଣିବା
ଆମେ କହିବା, ଆମେ କହିବା ....

‌ ( ସମାପ୍ତ)
PLEASE LIKE SHERE COMMENT AND SUBSCRIBE

   / @4gospelmusic-ck9qe  

#4gospelmusic
#amitpanichristiansong
#amipanigospelsong
#christiangospelsong
#Odiachristiansong
#andriyanarangika
#andriyanarangika
#andriyachristiannewodiasong
#susamacharabijabuniba
#odiachristiansong
#4gospelmusic
#4gospelmusicodiachristiansong
#newchristiansong2024
#andriyanarangikachristianodiasong
#odia christian song Susamacharara Bija Buniba

   / @anofficial-d1c  







ANTI-PIRACY WARNING ⚠️

This content is copyright to 4gospel music. Any unauthorized reproduction, redistribution, reupload of (audio-video) is strictly prohibited of this material. Legal action will be taken against those who violate this copyright material.

show more

Share/Embed