କରନ୍ତୁ ଏହି ୫ଟି ବ୍ୟାୟାମ – କମିବ ଓଜନ | 5 Simple Home Exercises for Weight loss | Hariprasad Patnaik
Swasthya Plus Odia Swasthya Plus Odia
711K subscribers
195,183 views
4.7K

 Published On Jun 1, 2021

#Exercise #StayFit #OdiaHealthTips

ଘରେ ରହି ବି ମୋଟାପଣ କମେଇପାରିବେ। ଆସନ୍ତୁ କରାଟେ କୋଚ୍ ତଥା ଫିଟ୍‌ନେସ୍‌ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକଙ୍କଠାରୁ ଶିଖିବା ୫ଟି ସରଳ ବ୍ୟାୟାମ। ଏହି ବ୍ୟାୟାମ ବିନା କୌଣସି ଉପକରଣ ସାହାଯ୍ୟରେ ଏବଂ କମ ସ୍ଥାନରେ କରିପାରିବେ। କୋଭିଡ୍‌ ସମୟରେ ଏହି ବ୍ୟାୟାମ କରିବା ଦ୍ୱାରା ଫୁସଫୁସ, ହୃତପିଣ୍ଡ୍ ଭଲ ଭାବରେ କାର୍ଯ୍ୟ କରିବା ସହିତ ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ତେବେ ଆସନ୍ତୁ କରିବା ଏହି ୫ଟି ବ୍ୟାୟାମ।

ଏହି ଭିଡିଓରେ ରହିଛି,

Lay Down & Stand Up
Mountain climbing
Alternate Leg Touch
Hip-tuck
Spot Jogging

You can do this exercise without any equipment and in less space. Doing this exercise during coughing helps the lungs, heart, and blood to function properly. So let's do these 5 exercises and know more from Karate Coach & Fitness Expert Hariprasad Patnaik.

In this Video,

Lay Down & Stand Up
Mountain climbing
Alternate Leg Touch
Hip-tuck
Spot Jogging

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed