Balangir Update: ପଛୁଆ ବଲାଙ୍ଗିର ଜିଲ୍ଲାନେ ପାୱାରଫୁଲ ନେତା ରହିଛନ୍,ହେଲେ ଜିଲ୍ଲାକେ କେତେ ପାୱାରଫୁଲ କରି ପାରବେ
Paharaa Paharaa
267K subscribers
19,818 views
371

 Published On Sep 16, 2024

ବଲାଙ୍ଗିରନେ କୃଷି ବିଶ୍ୱବିଦ୍ୟାଳୟ । ଦାବି ହେଉଛେ ବହୁତ ପୁରନା । ଇ ନେଇକିନା କଂଗ୍ରେସର ପୁରଖା ନେତା ନରସିଂହ ମିଶ୍ର ବହୁତ ଥର ବିଧନସଭାନେ କଥା ଉଠେଇଛନ୍ । ଏନ୍ତାକି ବିଜେପି ବିଧାୟକ ଦଲର ନେତା ଥିଲା ବେଲକେ କନକବର୍ଦ୍ଧନ ସିଂଦେଓ ବି ଇ କଥା ଉଠେଇଥିଲେ । ଏବେ ବିଜେପି ସରକାର ସମିୟାଁନେ କନକବର୍ଦ୍ଧନ ସିଂଦେଓ କୃଷି ବିଭାଗ ସହ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱନେ ଅଛନ୍ । ସେନ୍ତା କ୍ୟାବିନେଟ ମନ୍ତ୍ରୀ ହେଇଥିବାର ମୁକେଶ ମହାଲିଙ୍ଗ ବି ବଲାଙ୍ଗିରକେ ଏବେ ପ୍ରତିନିଧିତ୍ୱ କରୁଛନ୍ । ବଡ଼ ବଡ଼ ନେତା ଏବେ ବଲାଙ୍ଗିରନୁ ପ୍ରତିନିଧିତ୍ୱ କରୁଥିବାର ଲାଗି ବଲାଙ୍ଗିରବାସୀ ଆଶ୍ କରିଛନ୍ କେଭେ ହେବା ବଲାଙ୍ଗିରନେ କୃଷି ବିଶ୍ୱବିଦ୍ୟାଲୟ ।


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #Balangir #BJPStronghold #WhereIsTheDevelopment #OdishaPolitics #BalangirDevelopment #BJPLeadership #PoliticalAccountability #OdishaNews #BalangirUpdates #RegionalProgress

show more

Share/Embed