BJP Promise vs Reality: ସୁଭଦ୍ରା ଲାଗି ଲୁକେ ହଏରାନ, କେନୁ ଚଉକି ଖାଲି ତ କେନୁ ବରଷା ଲାଗି ମୁଡେ ଚଉକି ଧରଲେ ଲୁକେ
Paharaa Paharaa
267K subscribers
57,205 views
1.1K

 Published On Sep 18, 2024

ଖରା ବରଷାନେ ଘଣ୍ଟା ଘଣ୍ଟା ଲମ୍ବା ଲାଇନନେ ଠିଆ ହେଲେ । ଦିନ ରାଏତ ଜନସେବା କେନ୍ଦ୍ରନେ ଲୁକଙ୍କର ଭିଡ଼ । କେତେବେଲେ ପୋର୍ଟାଲ ନାଇଁ ଖୁଲୁ ଥାଇ ତ କେତେବେଲେ ସର୍ଭର ଡାଉନ । ଦିନବେଲା ସର୍ଭର କାମ ନାଇଁ କରୁଥିବାର ଲାଗି ରାତି ୨,୩ ବଜେ ବି ଜନସେବା କେନ୍ଦ୍ରନେ ଲୁକଙ୍କର ଭିଡ଼ । ସୁଭଦ୍ରା ଯୋଜନାନେ ଆବେଦନ ଲାଗି ଆର ଆଧାର କାର୍ଡ ସଂଶୋଧନ ଲାଗି ଲୁକେ ବନେ ହଏରାନ ହେଲେ । ଜନସେବା କେନ୍ଦ୍ର ଆର ପୋଷ୍ଟ ଅଫିସ ଆଗରେ ଲୁକଙ୍କର ଲମ୍ବା ଲାଇନ । ବହୁତଟେ ଜାଗାନେ ଠେଲାପେଲା ଆର ଦଲାଚକଟା ହେଉଥିବାର ନଜରକେ ଆସିଥିଲା ।


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #SubhadraYojana #BJPPromises #ElectionBetrayal #VoterDeception #WomenEmpowerment #BJPUnderFire #PublicBacklash #OdishaPolitics #BrokenPromises #WomensRights

show more

Share/Embed