ଜମା ଶାନ୍ତି ନାହିଁ | JAMA SANTI NAHI | MR GULUA COMEDY | JEMS | MR GULUA COMEDY SONG | COMEDY SONG |
Global Entertainment Global Entertainment
37.8K subscribers
2,645 views
171

 Published On Nov 3, 2021

ODIA COMEDY SONG : JAMA SANTI NAHI

Watch the Full Studio Version Song of Jama Shanti Nahi an Odia Album. Jama Santi Nahi Stars Mr. Gulua and James amongst others. This Album is under the banner of Global Entertainment. Produced by Simran Prusty, Music Directed by Suresh Sahoo. Global Entertainment is the official Music Label of Jama Shanti Nahi.

Watch our other hit songs :
To prema ra udaharana :    • ତୋ ପ୍ରେମର  ଉଦାହରଣ | TO PREMARA UDAHAR...  
Dhik mo bhagya ku :    • DHIK MO BHAGYAKU | HUMAN SAGAR | ODIA...  
Ore sarmili :    • Ore Sharmili | Odia New Romantic Song...  
Tike love love khela kheliba :    • ଟିକେ  ଲଭ୍ ଲଭ୍ ଖେଳ ଖେଳିବା | TIKE LOVE ...  


SONG CREDITS
MUSIC: Suresh Sahoo
Lyrics: Aarya Anujeet
Singer: Mr.gulua & Jems
Dop & Editor: Rasmi Ranjan
Producer: Simran Prusty
Design: Karan Sahoo
Art: Chandan Das
Mixing & Dubbing: Smruti Studio

Lyrics:-
ଆଜି କାଲି ଝିଅଙ୍କର ଶହେ ନଖରା
ଦେବେ ଦେବେ କହି ଜମା ଦେବେନି ଧରା
ଆଜି କାଲି ଝିଅଙ୍କର ଶହେ ନଖରା
ଦେବେ ଦେବେ କହି ଜମା ଦେବେନି ଧରା
ଆଗ ମନ ମାଗିନେବେ, ପରେ ନାମ ଦେଇଯିବେ
ଦିଦିନରେ ଭୁଲିଯିବେ ଭଲ ସେ ପାଇ…

(ଷଣ୍ଢ- ଆରେ କଣ ହେଇଛି କି ଭାଈ !!!
ଗୁଲୁଆ- ଆରେ ଜମା ଶାନ୍ତି ନାହିଁ !!!!!)

ଜମା ଶାନ୍ତି ନାହିଁରେ ଭାଈ ଶାନ୍ତି ନାହିଁ…


ଜମା ଶାନ୍ତି ନାହିଁରେ ଭାଈ ଶାନ୍ତି ନାହିଁ…
ଜମା ଶାନ୍ତି ନାହିଁରେ ଜମା ଶାନ୍ତି ନାହିଁ… ||●||

ଦେଖି ଦେବେ ଯାହାର ଉଚ୍ଚା ପକେଟ
ତା ସାଥିରେ କରିବେ ପ୍ରେମର ନାଟ
ଦିନବେଳେ ଦେଖେଇ ପୁନେଇଁ ଜହ୍ନ
କରି କେତେ ବାହାନା ଲୁଟିବେ ଧନ
ଅଛି ଜନମରୁ ଦୋଷ, ଦେବେ ଭଲପାଇ ବିଷ
ବେଳ ଥାଉଁ ସାବଧାନ୍ ପ୍ରେମିକ ଭାଈ…

(ଷଣ୍ଢ- ଭାଈ କାନ୍ଦୁଛ କଣ ପାଇଁ !!!
ଗୁଲୁଆ- ଆରେ ଜମା ଶାନ୍ତି ନାହିଁ !!!!!)

ଜମା ଶାନ୍ତି ନାହିଁରେ ଭାଈ ଶାନ୍ତି ନାହିଁ…


ଜମା ଶାନ୍ତି ନାହିଁରେ ଭାଈ ଶାନ୍ତି ନାହିଁ…
ଜମା ଶାନ୍ତି ନାହିଁରେ ଜମା ଶାନ୍ତି ନାହିଁ… ||●||

କେବେ ମୋନାଲିସା ସେ କେବେ କଣ୍ଢେଇ
ପାଇ ନୂଆଁ ରୋମିଓ ଦେବେ ଭଣ୍ଡେଇ
ହୃଦୟକୁ ଭାଙ୍ଗିବେ ହଜାରେ ଥର
ପିନ୍ଧିନେବେ ସିନ୍ଦୁର ଆଉ କାହାର
ତାଙ୍କୁ ଜଣା ସବୁ କଳା, ହସି ଦେଇଯିବେ କିଳା
କହି ହେବନି କି ଜମା ହେବନି ସହି…

(ଷଣ୍ଢ- ଆରେ କଷ୍ଟ ହେଉଛି କି ଭାଈ !!!
ଗୁଲୁଆ- ତୋ ଗାଲ ଦେବି ଫଟେଇ !!!!!)

ଜମା ଶାନ୍ତି ନାହିଁରେ ଭାଈ ଶାନ୍ତି ନାହିଁ…


ଜମା ଶାନ୍ତି ନାହିଁରେ ଭାଈ ଶାନ୍ତି ନାହିଁ…
ଜମା ଶାନ୍ତି ନାହିଁରେ ଜମା ଶାନ୍ତି ନାହିଁ… ||●||

(ଗୁଲୁଆ- ଧିକ୍ ମୋ ଭାଗ୍ୟକୁ… ମୁଁ ତତେ କାଇଁ ପ୍ରେମ କଲି !!!!!)


(𝐀𝐍𝐓𝐈-𝐏𝐈𝐑𝐀𝐂𝐘 𝐖𝐀𝐑𝐍𝐈𝐍𝐆 )

This content is Copyright to "Global Entertainment". Any unauthorized reproduction, redistribution or re-upload is strictly prohibited of this material. Copyright strike 'll be given without any warning as well as Legal action will be taken against those who violate this copyrights material presented.

show more

Share/Embed