ତୁମକୁ ଛାଡ଼-ଆମକୁ ମାଡ଼ | Odisha Reporter
Odisha Reporter Odisha Reporter
2.48M subscribers
65,633 views
852

 Published On Sep 9, 2022

ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସେହି ନିତୀରେ ଚାଲିଛି ବିଜେଡିର ଅନେକ ରାଜନୈତିକ କାର୍ଯ୍ୟକ୍ରମ। ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେବା ଦିନ ସହରର ଟ୍ରାଫିକ୍ ବ୍ୟବସ୍ଥା ଦେଖିଲେ ଯେକେହି ବି ଏ କଥା କହିବ। ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍ “ତୁମକୁ ଛାଡ଼-ଆମକୁ ମାଡ଼”
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#Odisha #OdishaReporter #BJD #NaveenPatnaik

show more

Share/Embed