ଗ୍ୟାସ୍‌ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? | Diet for Gastritis Patients in Odia | Sushree Tapaswini Das
Swasthya Plus Odia Swasthya Plus Odia
711K subscribers
2,122,950 views
29K

 Published On Jan 8, 2022

#FoodandNutrition #OdiaHealthTips

👩🏻‍⚕️🏥 ସ୍ଵାସ୍ଥ୍ୟ ସମସ୍ୟାକୁ ଯଥାଶୀଘ୍ର ଚିହ୍ନଟ କରିବା, ତାକୁ ରୋକିବା ଏବଂ ତା’ର ଚିକିତ୍ସା କରିବାକୁ ହେଲେ ଆପଣ ଏବଂ ଆପଣଙ୍କ ପରିବାର ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଜରୁରୀ। ସୁଲଭ ଦରରେ ଏବେ ହିଁ ସ୍ୱାସ୍ଥ୍ୟ ଯାଞ୍ଚ ବୁକ୍ କରନ୍ତୁ: https://bit.ly/3H9tSUY

ଆଜିକାଲି ଗ୍ୟାସ୍‌ ଏକ ସାଧାରଣ ସମସ୍ୟା। ବର୍ତ୍ତମାନର ଖାଦ୍ୟଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଗ୍ୟାସ୍‌ ସମସ୍ୟା ଦେଖିବାକୁ ମିଳୁଛି। ତେବେ ଗ୍ୟାସ୍‌ ସମସ୍ୟା ଥିବା ବ୍ୟକ୍ତି କ’ଣ ଖାଇବେ, କ’ଣ ନାହିଁ? ଏନେଇ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଗ୍ୟାସ୍‌ ରୋଗୀ କ’ଣ ଖାଇବେ, କ’ଣ ନାହିଁ? (0:00)
କେଉଁ ଭଳି ଖାଦ୍ୟ ଗ୍ୟାସ୍‌ ସୃଷ୍ଟି କରିଥାଏ? (4:29)
ଏଥିରୁ କେମିତି ପାଇବେ ମୁକ୍ତି? (6:17)

Gas is a common problem nowadays. Gas problems have been reported due to the current diet and irregularities in food intake. So what does a person with a gas problem have to eat or not? Let's find out more from Sushree Tapaswini Das, a Dietician.

In this Video,

What will the gas patients eat or not? (0:00)
Foods that Cause Gas (4:29)
How to get relief from this? (6:17)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed