ଠାକୁର ଅନୁକୂଳ ଚନ୍ଦ୍ରଙ୍କ କୀର୍ତ୍ତନ ବାକି ରହିଗଲା ଏ ମାଟି ଘଟରେ ( Kirtan Baki Rahigala a mati ghatare )
krupasindhu Nayak CREATIVE krupasindhu Nayak CREATIVE
1.41K subscribers
13,021 views
0

 Published On Sep 18, 2024

#kirtan #kirtanbhajan #kirtansong ,kirtan Baki Rahigala a mati ghatare, odia kirtan, bhabamaya kirtan, satsang kirtan, kirtan at Bhadrasahi, kirtan sabu ta tumari Dana, krupasindhu nayak creatives

ସବୁ ତ ତୁମରି ଦାନ

ଯାହା ମୁଁ ଦେଖୁଛି ପ୍ରଭୁ ଏ ସାରା ସଂସାରେ ସବୁତ ସବୁତ ତୁମରି ଦାନ ବାକି ରହିଗଲା ଏ ମାଟି ଘଟରେ ଅଲୋଡ଼ା ଏହି ଜୀ ସବୁତ ତୁମରି ଦାନ..... ଜୀବନ

ବହି ଯାଏ ମନ୍ଦ ମଳୟ ବସନୁ ରହିଥାଏ ସଦା ତୁମରି ଇଙ୍ଗିତ ପ୍ରକୃତି ସୌରଭ ଶାନ୍ତି ଦିଏ ପ୍ରାଣେ କୋକିଳର କୁହୁ ତାନ ସବୁତ ତୁମରି ଦାନ.....

ସବୁଜ ସୁନ୍ଦର ଗିରି ବନମାଳ ଭରିଦେଲ ପ୍ରଭୁ ଗଛେ ଫୁଲଫଳ କୁଳୁକୁଳୁ ନାଦେ ବହୁଛି ଝରଣା ଗାଏ ତୁମ ଜୟ ଗାନ ସବୁତ ତୁମରି ଦାନ.....

ଏ ଜଗତେ ତୁମ ଦାନର କରୁଣା କେଉଁଠି ତ ପ୍ରଭୁ ନକରିଛ ଊଣା ମୁଁ ଦୀନ ଭିକାରି ତୁମରି ଦୁଆରେ ଦିଅ ଶ୍ରୀଚରଣେ ସ୍ଥାନ ସବୁତ ତୁମରି ଦାନ.....

show more

Share/Embed