ହରିଶରଣ
Kamal L Pradhan Kamal L Pradhan
10 subscribers
42 views
1

 Published On Sep 27, 2024

ବୟସ ପ୍ରାୟ ୬୭ ବର୍ଷ ଛୁଇଁଛି
ଆଉ ଏ ବୟସରେ ମାଉସୀଙ୍କର ଭାବାବେଗ ମନକୁ ଖୁବ୍ ଭଲ ଲାଗିଲା
🙏🏼🙏🏼🙏🏼🙏🏼

ଦିନେ ନ ପାରିଲି ଭଜି ତୋହରି ନାମ
ନାରାୟଣ ମଧୁସୂଦନ
ଅନିତ୍ୟ ସଂସାରେ ପଡି ମାୟା ଜାଲେ
ପଡି ମାୟା ଜାଲେ
ଛଟପଟ ପଞ୍ଚ ପରାଣ
ନାରାୟଣ ମଧୁସୂଦନ
🙏🏼🙏🏼🙏🏼⭕️U⭕️🙏🏼🙏🏼🙏🏼

show more

Share/Embed