ଶାନ୍ତି ପ୍ରିୟ ଆଦୀମ ପାଉଡ଼ି ଭୂୟାଁ ଜନଜାତିର ପାର ସନଙ୍ଗୀ ପାରିବାରିକ କଳହ ଯୋଗୁଁ କ୍ଷୁଦ୍ର ଘରେ ଜଙ୍ଗଲ ପାହାଡ ଭିତରେ
GOURANGA BERA GOURANGA BERA
1.76K subscribers
187,541 views
743

 Published On Jul 6, 2024

ଆଦୀମ ଆଦୀବାସୀ ମାନଙ୍କ ନିତିଦିନିଆ ଜୀବନ ଶୈଳୀ ଉପରେ ଆଧାରିତ ଏହି ଭିଡ଼ିଓ କୁ ଆପଣ ସମସ୍ତଙ୍କୁ ସ୍ବାଗତ କରୁଛୁ।

ଅତିରଞ୍ଜିତ କରି ଅବାସ୍ତବ ଜିନିଷ ଦେଖେଇବା ଆମର ଲକ୍ଷ୍ଯ ନୁହେଁ। ସାଂପ୍ରତିକ ସମୟରେ ଯାହା ବାସ୍ତବତା ରହିଛି ତାହାକୁ ଆମେ ଭିଡ଼ିଓ ମାଧ୍ୟମରେ ଦେଖେଇବା ପାଇଁ ଦ୍ରୁଢ ସଂକଳ୍ପ ବଦ୍ଧ।

ଆଦୀମ ଆଦୀବାସୀ ମାନଙ୍କ ବାସ୍ତବ ଜୀବନ ଶୈଳୀ ଦେଖେଇବା ହିଁ ଆମର ମୁଖ୍ଯ ଉଦ୍ଦେଶ୍ଯ। ବାସ୍ତବ ଜୀବନ ଶୈଳୀ ଉପରେ ଅଯଥା ହସ୍ତକ୍ଷେପ କରି ଅତିରଞ୍ଜିତ ଭିଡ଼ିଓ ତିଆରି କରିବା ଆମର ଉଦ୍ଦେଶ୍ଯ ନୁହେଁ।

ଅଡ଼ିଶା ରେ ଥିବା ପ୍ରମୁଖ ୧୩ PVTG ମଧ୍ଯରୁ ବର୍ତ୍ତମାନ ଆମେ ମୁଖ୍ୟତଃ ଦୁଇଟି ଯଥା ପାଉଡ଼ି ଭୂୟାଁ ଓ ଜୁଆଙ୍ଗ ଜନଜାତିର ଭିଡ଼ିଓ ଆମ ଚ୍ୟାନେଲ ମାଧ୍ୟମରେ ଦେଖାଉଛୁ।।

ଆଗକୁ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ରହିଲେ ଅନ୍ୟ PVTG ମାନଙ୍କ ର ଭିଡ଼ିଓ ମଧ୍ଯ ଛାଡିବୁ।।


ଆପଣଙ୍କ ମତାମତ ଅପେକ୍ଷା ରେ
ଯୋଗାଯୋଗ ୮୨୪୯୪୮୬୮୨୭

show more

Share/Embed