ମୃତ୍ୟୁ ପରେ ଆମକୁ କେଉଁ ଶରୀର ମିଳେ || ଆଚାର୍ଯ୍ୟ ଅରୁଣ || What happens after death? || Acharya Arun
Sat Gyana Sat Gyana
351K subscribers
1,497,593 views
28K

 Published On Jun 9, 2021

ମୃତ୍ୟୁ ପରେ ଆମକୁ କେଉଁ ଶରୀର ମିଳେ , ଜାଣିବା ପାଇଁ ଚାହୁଁ ଥିଲେ ନିଶ୍ଚୟ ଦେଖନ୍ତୁ । ଦେଖନ୍ତୁ ଏଇ ଭିଡ଼ିଓ, ଆଉ ଭଲ ଲାଗିଲେ ସେୟାର କରିବାକୁ ଭୁଲିବେନି | Please watch this Inspirational & spiritual talk by Acharya Arun and If you like this do not forget to share and subscribe .
This is A spiritual channel to provide life changing lessons through stories by ACHARYA ARUN . ACHARYA ARUN has been inspired from Baba Baikunthanath Brahmachari .

ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପ୍ରଚାର ପାଇଁ ଯେମିତି,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ଶ୍ରୀମଦ୍ ଭାଗବତ, ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏକ ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ |

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରଚାର ପ୍ରସାର , Be good do good (ଭଲ ହୁଏ ଭଲ କର ), ଏମିତି ହିଁ ଆମର ଲକ୍ଷ ଓ ଉଦ୍ଦେଶ୍ୟ.

#satgyan #beststory #selfbelief

show more

Share/Embed