ରକ୍ତ ଚାଉଳ ଚୋବାଉଛନ୍ତି ପ୍ରଣବ ! | BJD and BJP Political Clash in Dharmashala | Odisha Reporter
Odisha Reporter Odisha Reporter
2.49M subscribers
41,944 views
608

 Published On Aug 27, 2024

#ରକ୍ତ_ଚାଉଳ_ଚୋବାଉଛନ୍ତି_ପ୍ରଣବ !
ଯାଜପୁର ଧର୍ମଶାଳାରେ ଚାଲିଛି ଛକାପଞ୍ଝା ରାଜନୀତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବର୍ତ୍ତମାନର ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଭିନ୍ନ ରୂପ ନେଇଛି। ବିଧାୟକଙ୍କ ଅଫିସରେ ପଶିଗଲେ ବିଜେଡି ଗୁଣ୍ଡା । ଫାଙ୍କା ଗୁଳି ଫୁଟାଇଲେ, ବିଧାୟକଙ୍କୁ ହତ୍ୟା ଧମକ ଦେଇଗଲେ ।ଥାନାରେ ଅଭିଯୋଗ କଲେ ଧର୍ମଶାଳା ବିଧାୟକଙ୍କ ସମର୍ଥକ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#Odisha #OdishaReporter #Himanshusekharsahoo #pranabbalabantaray #Dharmashala #LandScamCase #bjd #bjp #jajpur

show more

Share/Embed