ଭଗବାନଙ୍କୁ ଆପଣ ଅନୁଭବ କରିବେ କିପରି ? || Pujyapujak Baba Balia ||
Gopal Das Gopal Das
51K subscribers
17,871 views
431

 Published On Mar 10, 2022

ଭଲ ଲାଗିଲେ ସେୟାର କରିବାକୁ ଭୁଲିବେନି | Please watch this Inspirational & spiritual talk by Gopal Das and If you like this do not forget to share and subscribe . This is A spiritual channel to provide life changing lessons through stories by Gopal Das . Gopal Das has been inspired from Pujya Pujaka Baba Baliaji Maharaj" (Tirtol Orissa, ) is a religious leader and social reformer and the founder of "Ananta Balia Trust" . ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପାଇଁ ଯେମିତି ଶ୍ରୀମଦ୍ ଭାଗବତ ,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏହି ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ | "ନିଜେ ଶାନ୍ତିର ବଞ୍ଚ ଓ ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ" , ଯୁବ ସଂସ୍କାର କାର୍ଯ୍ୟକ୍ରମ ଓ ଯୁବପିଢିମାନଙ୍କ ପାଇଁ ଶାନ୍ତିର ସନ୍ଦେଶ ।
‪@GopalDasOdisha‬

show more

Share/Embed