ODIA WHY GOAL SETTINGS IS IMPORTANT? ଲକ୍ଷ୍ୟ ନିର୍ଦ୍ଧାରଣ ଜରୁରୀ କାହିଁକି?
VICTORY VICTORY
4.6K subscribers
3,378 views
171

 Published On Jul 21, 2020

ପ୍ରିୟ ଓଡିଶା ବାସୀ,
ମୁଁ ବିଦ୍ୟାଧର ମହାନ୍ତ, ଆପଣ ମାନଙ୍କୁ VICTORY ତରଫରୁ ଅନେକ ଅନେକ ସ୍ୱାଗତ ।
ନେଟୱାର୍କ ମାର୍କେଟିଂ ପରି ଏକ ମହାନ ବ୍ୟବସାୟ ବିଷୟରେ ଆମ ଓଡ଼ିଶା ବାସୀଙ୍କୁ ନିଜ ମାତୃଭାଷାରେ ସରଳ ଭାବରେ ବୁଝାଇବାକୁ ଏକ ଛୋଟ ପ୍ରୟାସ କରିଛୁ ଏହି VICTORY ଚ୍ୟାନେଲ ମାଧ୍ୟମରେ । ଯାହାଦ୍ୱାରା ଏ ମହାନ ବ୍ୟବସାୟ କୁ ଭଲଭାବେ ବୁଝି ସମସ୍ତେ ନିଜର ସମସ୍ତ ସ୍ବପ୍ନକୁ ପୂରା କରିପାରିବେ ।

ଏହି ଭିଡ଼ିଓଟିରେ ଲକ୍ଷ୍ୟ ନିର୍ଦ୍ଧାରଣ (ଗୋଲ ସେଟିଂ) କରିବା କାହିଁକି ଜରୁରୀ ଅଟେ, ସେ ବିଷୟରେ ଆଲୋଚନା କରାଯାଇଛି ।
ଆଶା ଆପଣ ନିହାତି ଉପକୃତ ହେବେ ।

VICTORY ର ପ୍ରତ୍ୟେକ ଭିଡ଼ିଓ ଦେଖିବାକୁ ଚ୍ୟାନେଲକୁ
SUBSCRIBE କରିବାକୁ ଭୁଲିବେନି ।

ଧନ୍ୟବାଦ ।



#odianetworkmarketingtips
#odiagoalsetting
#ଓଡ଼ିଆନେଟୱାର୍କମାର୍କେଟିଂ
#ଓଡ଼ିଆମାର୍କେଟିଂଟିପ୍ସ
#bidyadharmahanta

show more

Share/Embed