ଗାଈ,ଛେଳି, ମେଣ୍ଢା, ବତକ, କୁକୁଡ଼ାଙ୍କ ହାଟ | Jaring bazar Bargarh |
Krushak Express Krushak Express
5.5K subscribers
94,989 views
1.1K

 Published On Dec 28, 2022

Biggest birds and animals market in odisha @KrushakExpress
ଜୁହାର krushakExpress youtubechannel ରେ ଆପଣମାନଙ୍କୁ ସ୍ଵାଗତ କରୁଛି।
ଆଜିର ଏହି ଭିଡିଓ ରେ ଓଡ଼ିଶାର ସବୁଠୁ ବଡ ପଶୁ ଓ ପକ୍ଷୀଙ୍କ ବଜାର କୁ ଦେଖାଇବୁ। ଏହି ବଜାର ଟି ଜାରିଂ ରେ ଅଛି ଓ ଜାରିଂ ବଜାର ନାଁ ରେ ପରିଚିତ।
ଏହି ବଜାରରେ ଆପଣ ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ, ଗୁଣ୍ଡୁରି ପରି ଭିନ୍ନ ଭିନ୍ନ ପ୍ରଜାତିର ପଶୁ ଓ ପକ୍ଷୀଙ୍କୁ ପାଇ ପାରିବେ। ଏହି ବଜାରଟି କେବଳ ଓଡିଶାରେ ନୁହଁ ରାଜ୍ୟ ବାହାରେବି ଖୁବ୍ ଜଣାଶୁଣା।
ଏଇ ବଜାରକୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଡ଼ ପରି ଅନ୍ୟ ରାଜ୍ୟର ଗ୍ରାହକ ମାନେ ଆସି ନିଜ ମନ ପସନ୍ଦ ର ପଶୁ ଓ ପକ୍ଷୀଙ୍କୁ ବଢ଼ିଆ ମୁଲ୍ୟରେ କିଣି ଥାଆନ୍ତି। ଏହି ବଜାର ପାଇଁ ଅଂଚଳବାସୀ ଓ ଓଡିଶାର ଚାଷୀ ମାନେ ବେଶ୍ ଲାଭବାନ ହୋଇପାରିଛନ୍ତି।
--------------------------------------------------------------------------------
Thanks for watching our channel !
--------------------------------------------------------------------------------
Please like and subscribe our channel ! 💕💕

Watch more:
1. କେମିତି କରିବା ଅଣ୍ଡା ଦିଆ କୁକୁଡ଼ା ଚାଷ?
   • କେମିତି କରିବା ଅଣ୍ଡା ଦିଆ କୁକୁଡ଼ା ଚାଷ ? ...  

2. Desi Poultry farming odisha
   • Desi Poultry Farming in Odisha |  Des...  

3. Construction of 500 sqft Poultry farm for beginners part-2
   • 500 sqft poultry farm for beginners |...  

4. How to start quail farming:the complete guide
   • How to Start Quail Farming: the Compl...  

5. Low cost high profit farming.
   • low cost high profit farming | Gundur...  

6. Best business in villages.
   • Best Business in Villages| Quail farm...  

7.quail farming for beginners in odisha.
   • quail farming for beginners in odisha...  

8. Backyard poultry farm odisha
   • Backyard poultry farming odisha | Des...  

9. Integrated farming odisha.
   • Integrated farming odisha: A Success ...  

10. Duck farming in odisha.
   • Duck farming in odisha | Duck farming...  
#jaringbazaarbargarh
#AnimalmarketBargarh
#Duckmarketodisha
#krushakExpress
Jaring bazaar Bargarh
Animal market odisha

show more

Share/Embed