Smruti ainaa re ||Odia Ghazal || Sailabhama Mahapatra ||Sudhansubala Praharaj ||Basant Mishra
SUDHA SANGEET SUDHA SANGEET
263 subscribers
2,900 views
88

 Published On Sep 4, 2024

“ସୁଧା ସଙ୍ଗୀତ” ପ୍ରସ୍ତୁତ କରିଛି ଏହି ମନଛୁଆଁ ଓଡ଼ିଆ ଗଜଲ୍ “ସ୍ମୃତି ଆଇନାରେ”। ସ୍ମୃତି ରୋମନ୍ଥନ କରି କରି ଗୀତଟିକୁ ଗାଇଛନ୍ତି ପ୍ରତିଷ୍ଠିତ ପ୍ରଚ୍ଛଦପଟ୍ଟ ଗାୟିକା ଶୈଳଭାମା ମହାପାତ୍ର। ଗୀତ ରଚନା କରିଛନ୍ତି ସୁଧାଂଶୁବାଳା ପ୍ରହରାଜ ଏବଂ ସଙ୍ଗୀତରେ ସଜେଇଛନ୍ତି ଆଗଧାଡ଼ିରସଙ୍ଗୀତ ନିର୍ଦ୍ଦେଶକ ବସନ୍ତ ମିଶ୍ର।

ଗଜଲ୍ ଧର୍ମୀ ଏହି ଗୀତଟି ଶୁଣନ୍ତୁ। ଭଲ ଲାଗିଲେ ଭିଡିଓଟିକୁ ଲାଇକ୍ ଓ ସେୟାର କରନ୍ତୁ। କମେଣ୍ଟ ଜରିଆରେ ଆପଣଙ୍କ ମତାମତ ରଖନ୍ତୁ। ଏମିତି ମନଛୁଆଁ ଗୀତ ଶୁଣିବା ପାଇଁ “ସୁଧା ସଙ୍ଗୀତ” ୟୁ ଟ୍ଯୁବ୍ ଚ୍ଯାନେଲ୍ କୁ subscribe କରନ୍ତୁ।

🎼 CREDITS 🎼
Song Name: Smruti Ainaa Re(ସ୍ମୃତି ଆଇନା ରେ)
Voice: Sailabhama Mahapatra
Lyrics:Sudhansubala Praharaj
Music: Basant Mishra
Dubbing/ Mixing/Mastering: Sanjay Maharana (FTI)
Recorded at: Sanjay Studio (FTI), Cuttack
Editing: Pk Prashant
Banner: SUDHA SANGEET

👍 Hit the LIKE button if you love Odia Songs!
💬 Let us know your feedback in the comments below.
📢 Don't forget to SHARE with your friends.
🎶 Enjoy & stay connected with us! ❤️
Subscribe ‪@SUDHA_SANGEET773‬

** ANTI PIRACY WARNING **
This content is the exclusive property of "SUDHA SANGEET". Unauthorized re-uploading of this material is strictly forbidden. Legal action will be taken against any infringement of these copyrights.

👍 LIKE ◆ 💬 COMMENT ◆ 📢 SHARE ◆ 🔔 SUBSCRIBE

show more

Share/Embed