DHENUKA BADHA !! Panchuka Yatra !! ଧେନୁକା ବଦ୍ଧ !! କୃଷ୍ଣ ଲୀଳା
VISIT ODISHA VISIT ODISHA
2.02K subscribers
1,456 views
42

 Published On Nov 14, 2022

ଶ୍ରୀ କୃଷ୍ଣ ଏବଂ ବଳରାମ ସଖା ମାନଙ୍କ ସହିତ ବନ ମଧ୍ୟରେ ଗାଈ ଚରାଉ ଥିବା ବେଳେ ସମୟରେ ଯୁଦ୍ଧ ହୋଇଥିଲା ଧେନୁକା ନାମକ ଏକ ଅସୁର ସହିତ ଯାହାକୁ କି କଂସ ପଠାଇ ଥିଲା ପ୍ରଭୁ ଶ୍ରୀ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ, ହେଲେ ସେ ଅସୁରର ଶକ୍ତି ତାକୁ କେମିତି ଭାରି ପଡିଗଲା ଏବଂ ଯାହା ଫଳରେ କି ସେ ପ୍ରଭୁ କୃଷ୍ଣ ବଳରାମଙ୍କ ହାତରେ ମୃତ୍ୟୁ ବରଣ କରିଥିଲା । ଏହି ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଭିଡିଓ ମାଧ୍ୟମରେ କିଛି ମାତ୍ରରେ ଅନୁଭବ କରନ୍ତୁ ଏବଂ ଇଚ୍ଛା କରୁଥିଲେ ଆସନ୍ତା ବର୍ଷ କାର୍ତ୍ତିକ ମାସ ପଞ୍ଚୁକ ଦିନ ମାନଙ୍କରେ ଆସି ପହଞ୍ଚନ୍ତୁ ଶୀମୋର ଗ୍ରାମରେ, ଯାହାକି ଖୋର୍ଦ୍ଧା କଣ୍ଟିଲୋ ଜାତୀୟ ରାଜପଥରେ କିଛି ଦୂର ଆସିବା ପରେ ଆସିଥାଏ ।
ଧନ୍ୟବାଦ ॥॥

ଆଶା କରୁଛି ଯେ ଆପଣ ଏହି ପରିଶ୍ରମ ର ଫଳ ରୂପେ ଏକ LIKE କରିଦେବେ ।

show more

Share/Embed