Asajada Hrudaya ( ଅସଜଡ଼ା ହୃଦୟ ) | Odia Christian Devotional Song
JB MUSIC OFFICIAL JB MUSIC OFFICIAL
76.1K subscribers
74,430 views
804

 Published On Aug 18, 2021

SHARING THE GOSPEL THROUGH MUSIC 🎵

.
use headphone for better sound experience *
.

Please watch till the end.
❤️🙏


Asajada Hrudaya ( ଅସଜଡ଼ା ହୃଦୟ ) | Odia Christian Devotional Song


[ 𝗟𝗬𝗥𝗜𝗖𝗔𝗟 𝗩𝗘𝗥𝗦𝗜𝗢𝗡 ] -


Song Credits :-
---------------------
Song - Asajada Hrudaya ( ଅସଜଡ଼ା ହୃଦୟ )
Singer -
Producer - ??
Music Composer - ??
Lyrics - ??
Arrangements / Programming : ??
Recording : ??

.
If anyone knows do let us know through your comments //
-------------------------

Lyrics -

ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ
ଉଜୁଡ଼ା ଏ ଜୀବନକୁ ଗଢ଼ି ଦେଲ ତୁମେ ... |୨|
ତୁମରି ପ୍ରେମର ପରଶେ … (ଘୋଷା)

verse 1 -

ପଡ଼ିଥିଲି ଅପରାଧେ ... ଏ ଜଗତେ ଯେବେ
ଯୀଶୁ ତୁମେ ଅତି ପ୍ରେମେ ... ଆସିଲ ମୋ ପାଶେ

ଜାଳିଲ ଆଲୋକ ଅନ୍ତରେ ... ତୁମରି ସ୍ବର୍ଗୀୟ ଦୟାରେ |୨|

ପରିତ୍ରାଣ ଦେଲ ମୋତେ , ତୁମ ଅନୁଗ୍ରହେ
ତୁମରି ସନ୍ତାନ ହୋଇ , ନୂତନ ଜନମେ
ଶାନ୍ତି ପାଇଲି ମାନସେ … |୧|

verse 2 -

ଆପଦରେ ବିପଦରେ .. ସାହା ଏକା ତୁମେ
ମୋ ଦୁଃଖରେ ମୋ ସୁଖରେ .. ବନ୍ଧୁ ଏକା ତୁମେ ... |୨|

ତୁମରି ପ୍ରେମରୁ କେ ମୋତେ .. ଚ୍ଛିନ୍ନ ନ କରିବ ଜଗତେ

ଏତିକି ଭରସା ପ୍ରଭୁ , ଦେଉଛ ମୋ ମନେ
ଭୟ ନାହିଁ ମୋତେ ଆଉ, ତୁମେ ଅଛ ସାଥେ
ବଞ୍ଚିବି ମୁଁ ଏହି ବିଶ୍ୱାସେ … |୨|


-------------------------

Video
Presentation & Editz - JB Music Official


#OdiaChristianSong #AsajadaHrudaya
_______________________________________________


𝗖𝗼𝗺𝗲 𝗻𝗲𝗮𝗿 𝘁𝗼 𝗚𝗼𝗱 𝗮𝗻𝗱 𝗵𝗲 𝘄𝗶𝗹𝗹 𝗰𝗼𝗺𝗲 𝗻𝗲𝗮𝗿 𝘁𝗼 𝘆𝗼𝘂. 𝗪𝗮𝘀𝗵 𝘆𝗼𝘂𝗿 𝗵𝗮𝗻𝗱𝘀, 𝘆𝗼𝘂 𝘀𝗶𝗻𝗻𝗲𝗿𝘀, 𝗮𝗻𝗱 𝗽𝘂𝗿𝗶𝗳𝘆 𝘆𝗼𝘂𝗿 𝗵𝗲𝗮𝗿𝘁𝘀, 𝘆𝗼𝘂 𝗱𝗼𝘂𝗯𝗹𝗲-𝗺𝗶𝗻𝗱𝗲𝗱.

𝗝𝗮𝗺𝗲𝘀 4:8-9

ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର ।

ଯାକୁବ 4:8

-------------

Our aims is to spread GOD's word and his love .
GOD be praised through this YouTube Channel.

We upload new Christian Music Videos.

---------------------------------------------------------------------------------------------------------
𝗟𝗜𝗞𝗘 ! 𝗦𝗛𝗔𝗥𝗘 ! 𝗦𝗨𝗕𝗦𝗖𝗥𝗜𝗕𝗘 !
𝗛𝗘𝗟𝗣 𝗨𝗦 𝗦𝗛𝗔𝗥𝗘 𝗚𝗢𝗗'𝘀 𝗪𝗢𝗥𝗗 𝗧𝗢 𝗘𝗩𝗘𝗥𝗬 𝗖𝗢𝗥𝗡𝗘𝗥 𝗢𝗙 𝗧𝗛𝗘 𝗪𝗢𝗥𝗟𝗗.
---------------------------------------------------------------------------------------------------------

Copyright Disclaimer
Under Section 107 of the Copyright Act 1976 , allowance is made for " fair use " for purposes such as criticism , sharing, comment , news re porting , teaching , scholarship , and research . Fair use is a use permitted by copyright statute that might otherwise be infringing . Non - profit , educational or personal use tips the balance in favor of fair use . "

--------------------
Contact :-
( ANY QUERY )
Mail - [email protected]

𝗣𝗿𝗮𝗶𝘀𝗲 𝗧𝗵𝗲 𝗟𝗼𝗿𝗱 .

show more

Share/Embed