ମା’ର କ୍ଷୀର ନ ହେଲେ କ’ଣ କରିବେ? | Dr Alakta Das on Post Pregnancy Care in Odia
Swasthya Plus Odia Swasthya Plus Odia
711K subscribers
118,928 views
1.7K

 Published On Jun 24, 2021

#PostPregnancyCare #OdiaHealthTips #DoctorAdvice

ପ୍ରସବ ପରେ ସାଧାରଣତଃ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ସେସବୁ ସମସ୍ୟା କ’ଣ? ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍‌ତା ଦାସଙ୍କ ପରାମର୍ଶ ଜାଣନ୍ତୁ।

ଏହି ଭିଡିଓରେ ରହିଛି,

ପ୍ରସବ ପରେ ସ୍ୱାସ୍ଥ୍ୟ ସମସ୍ୟା (0:00)
ସିଜରିଆନ୍ ପ୍ରସବ ପରେ ଜଟିଳତା (6:14)
ପ୍ରସବ ପରେ ମା’ମାନେ କିପରି ନେବେ ନିଜର ଯତ୍ନ? (7:55)
ପ୍ରସବ ପରେ କ’ଣ ଖାଇବେ ନାହିଁ? (9:21)
ମା’ର କ୍ଷୀର ନ ହେଲେ କ’ଣ କରିବେ? (10:14)
ଡାକ୍ତରଙ୍କ ପରାମର୍ଶ (11:38)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/how-do-wome...

Women often face many problems after childbirth. What are all those problems? How do women take care of themselves after childbirth? Find out more from Dr Alakta Das, a Gynaecologist.
 
In this Video,
 
Health problems after childbirth (0:00)
Complications after Cesarean section (6:14)
How do mothers take care of themselves after childbirth? (7:55)
What not to eat after childbirth? (9:21)
No Breast Milk after delivery? What to do? (10:14)
Doctor's Advice (11:38)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed