ବୁଣାକାର ମାନକର୍ ଗଡ଼ ବରଗଡ ଜିଲ୍ଲାରେ କେନ୍ତା ବୁନୁଛନ୍ ସମ୍ବଲପୁରୀ କପଡା | Making Sambalpuri Saree | Bargarh
Paahanti Paahanti
4.95K subscribers
111,833 views
539

 Published On Sep 4, 2024

ସମ୍ବଲପୁରୀ ଶାଢ଼ୀ ବିଶ୍ୱ ଦରବାର୍ ରେ ନାଁ ଅଛେ ପଶ୍ଚିମ୍ଓଡ଼ିଶାର୍ ଭିନ୍ ଭିନ୍ ଜାଗା ନୁ ମେହେର୍ ଭୁଲିଆ ମାନେ ବନଉଛନ୍, ଶାଢ଼ୀ ହଉକି କପଡା ବନାଵର ଲାଗି ଆଗର ଅପେକ୍ଷା ଇହାଦେ ମେସିନ ସୁବିଧା ହେଇଛେ ଆଘୋ ଥରକେ ଗୁଟେ ଦୁଇଟା ହେଉଥିଲା ଏବେ ଏକାସାଙ୍ଗେ କୁଡେ ପଚିଶ୍ ଖଣ ହେଇ ପାରୁଛେ, ବରଗଡ ଜିଲ୍ଲା ଭେଡେନ୍ ବ୍ଲକ ମହଲା କଣ୍ଟା ଗାଁନୁ କେନ୍ତା ବୁନୁଛନ୍ ସମ୍ବଲପୁରୀ କପଡା ଦେଖୁନ୍ ଇ ଭିଡିଓ

#Makingsambalpurisaree #sareemaking #bargarh #paahanti

show more

Share/Embed