Mamu ghara Manabasa !! Part-2 /ସାନ ମାମୁଁ ଘରେ ମାଣବସା !!
VISIT ODISHA VISIT ODISHA
2.02K subscribers
109 views
8

 Published On Dec 13, 2022

Sana mamun ghare manasabasa
-----------------------------------------------------

ମା ଅନ୍ନପୂର୍ଣ୍ଣା ଙ୍କର ଏହି ପୂଜାରେ ଭୋଗ ଖାଇବା ପାଇଁ ଭଣଜାମାନେ ମାମୁଁ ଘରକୁ ଯାଇଥାନ୍ତି
ତେଣୁ ମୁଁ ଯାଇଥିଲି ମୋ ମାମୁଁ ଘରକୁ ଯାହାକି ଆପଣମାନେ ପୂର୍ବ ଭିଡିଓରୁ ଦେଖିଥିବେ କି ବଡ ମାମୁଁ ଘରେ କେମିତି ମାଣବସା ପୂଜା ହେଲା ଏବଂ ସବୁ ପଥ ପାନର ଆୟୋଜନ ହେଇଥିଲା ।
ତାହା ପରେ ମୁଁ ଚାଲିଲି ମୋର ସାନ ମାମୁଁ ଘରକୁ, ସେଠାରେ ଦେଖିଲି କି ମାଇଁ ବି ବହୁତ ବହୁତ ପ୍ରକାର ପିଠା ପାନର ଆୟୋଜନ କରିଛନ୍ତି।
ଆଉ ଆଗକୁ ଆପଣ ଭିଡିଓ ଦେଖନ୍ତୁ ନିଜେ ଦେଖିପାରିବେ କି ସେଠାର କାହାଣୀ ।
ଏମିତିରେ ବି ଭୁଲିବେନି ଯେ Episode {Part}- 3 ରେ ଆପଣଙ୍କ ପାଇଁ ଏକ special episode ରହିଛି

show more

Share/Embed