ସମସ୍ତେ ଚାଉଳ, ପନିବାରିବା, ପଇସା ବାହାର୍ କରିଦେଲେ🌶️🥦🍅🍆🧅।।କେନ୍ ପର୍ବ ଲାଗି ଗାଁ ମହ ମହ ବାସିଲା☺️।।
Bindass express Bindass express
521 subscribers
663 views
6

 Published On Sep 6, 2024

Jay Maa Laxmi 🙏❤️


Hello friends.. କେମିତି ଅଛନ୍ତି ସମସ୍ତେ। ଆଶା କରୁଛୁ ମା ସମଲେଇ ଙ୍କ କୃପାରୁ ଭଲ ରେ ଥିବେ 🙏😁 ଖୁସି ରେ ଥିବେ।।

ଆଜି ର ଭିଡ଼ିଓ ହେଉଛି ଆମ ପଶ୍ଚିମ ଓଡିଶା ର ମୁଖ୍ୟ ତିହାର/ଶିଂହା ତିହାର🌾ର ପୁର୍ବ ଦିନ ର ଭିଡ଼ିଓ।।

ଏହି ଦିନରେ ଆମ ଗାଁ ର ପୂଜକ (କାଲୋ) ଗାଁ କୁ ଆସି ସମସ୍ତ ଙ୍କ ଘରେ ଘରେ ବର୍ଷ ର ପ୍ରଥମ କରି ହେଇଥିବା ଧାନ (ନୂଆ ଧାନ 🌾) କୁ ଘରେ ଘରେ ବାନ୍ଧିଥାନ୍ତି ❤️🫶।।
ଆଉ ପରଦିନ ଦିନ ନୂଆଁ ଖାଇଥାଉ ଗାଁ ସମସ୍ତେ।🙏ଆଉ ହଁ ଏହି ପରମ୍ପରା ବହୁ ବର୍ଷ ବର୍ଷ ଧରି ଚଲି ଆସୁଛି ।।
ଭିଡିଓ କୁ ଶେଷ ଯାଏ ଦେଖିଲେ ଆପଣ ମାନେ ସବୁ ଜାଣିପାରିବେ।।😌😊। ସେଥିପାଇଁ vdo କୁ ନିଶ୍ଚୟ ଦେଖିବେ 🤩


ଆଜି ର ଭିଡ଼ିଓ ଟି କେମିତି ଲାଗିଲା comment ମାଧ୍ୟମରେ ନିଶ୍ଚୟ ଜଣେଇବେ।।😚

ଆଉ vdo ଭଲ ଲାଗିଲେ Like, Comment,Share କରିବେ।।

ଆଉ ଏମିତି ପଶ୍ଚିମ ଅଞ୍ଚଳ ର ଗାଁ ଭିଡିଓ ଦେଖିବା ପାଇଁ chennel କୁ Subscribe ମଧ୍ୟ କରିବେ।।😍


Nuakhai preparation
Gaon kalo dhan bandhi
Nuakhai ra purbadina kemiti karajae
Bali padiba nuakhai purbadina
Paschima odisha singha tihar tiari video
Paschima odisha main parba
Mukhya parba odisha
#nuakhai2024
#villagelife #village #villagevlog
#viralvideo #keldamalvillagers##nuakhai2024#nuakhaidesivideo#nuakhaigaonvideo#bindassexpress sshikhaofficial#shikhaworld#villagevlog #gaonkalo#gaonpujakanuakhai

Thank You 🙏 ❤️

show more

Share/Embed