କେନ୍ତା କରି ଘୁଡକାକେ ଆଗକେ ନେଉଛନ୍ ସାନ, ବଡ ଆରୁ ଭାଉଜ
Paharaa Paharaa
268K subscribers
657,293 views
14K

 Published On Nov 23, 2020

‘ତାର୍ ଘୁବୁକୁଡୁ.. ଚାଙ୍ଗ୍‌.. ଚାଙ୍ଗ୍‌.. ’ ଗୀତର ପାରେ ଘୁଡକା ବଜା ଯେ ଶୁନିଛେ ସେ ଏକା ବୁଝିପାରବା ଯେ, ଇଟା ଲୋକକଲା ଆର ସାମାଜିକ୍‌-ସାଂସ୍କୃତିକ୍ ଜୀବନ୍‌କେ କେନ୍ ସ୍ତରକେ ନେଇପାରସି । ହେନ୍ତା ଆମର ପରମ୍ପରା ଆର ଲୋକଜୀବନ୍‌କେ ତାକଁର ଘୁଡକା ସାଙ୍ଗେ ଚାଙ୍ଗ୍ ଦେଇକରି ବଜେଇଦେଇଥିସନ୍ ବଡ,ସାନ ଆର ପାଲିଆ ଧରସନ୍ ଭାଉଜ । ଇ ଭିଡିଓନେ ଦେଖମା ସେମାନେ ତିନେହଁ ମିଶିକରି କେନ୍ତାକରି ଘୁଡକା ଜୀବନ୍ ମୁଲ କଲେ ଆର ଆଗକେ କେନ୍‌କେ ପୁହୁଞ୍ଚିବାରକେ ହେତୁ କରିଛନ୍ ଯେ ।

About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା

ଜୁହାର 🙏

Subscriber If you are watching this video on Youtube, Like our page if you are on Facebook and Stay Connected with Awesome Videos In Sambalpuri!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

show more

Share/Embed