ଭାଲୁ କେ ଏତେ ପାଖେ first time ଦେଖିଲି ll Mungai Mata Mandir ll sambalpuri vlog
Manoj Xplorer Manoj Xplorer
2.31K subscribers
375 views
33

 Published On Sep 29, 2022

ଭାଲୁ କେ ଏତେ ପାଖେ first time ଦେଖିଲି ll Mungai Mata Mandir ll sambalpuri vlog

ନମସ୍କାର ମୋ ନାଁ ହେଲା ମନୋଜ ଆଉ ମୋର YouTube channel Manoj Xplorer ରେ ଆପନ୍ ସବକେ ସ୍ବାଗତ କରୁଛେ l

ଆଜି ଆମେ ଛତିଶଗଡ଼ ରେ ଥିବା ଗୋଟେ ସୁନ୍ଦର ମନ୍ଦିର କେ ବୁଲି ଜିମା l ସମ୍ବଲପୁର - ରାୟପୁର National Highway ର side ରେ ଥିବା ଇ ମନ୍ଦିର କେ ସବୁ ଦିନ ସନ୍ଧ୍ୟା ରେ ୩ ରୁ ୪ ଭାଲୁ ମନ୍ଦିର ବାହାର କେ ଆସ ସନ୍ ଆଉ ତାହା ଦେଖ ବାର ଲାଗି ସବୁ ଦିନ ବହୁତ ମାତ୍ରା ରେ ଇନେ ଭିଡ଼ ବି ହେସି l

Hello Namaskar Good Morning & Welcome Back To My Youtube Channel Manoj Xplorer. Mungai Mata Mandir is located in Mahasamund distritc of Chhattisgarh, India. On road side of Mumbai - Kolkata Highway near Fulwari, Bawenkera Chhattisgarh, this devi pitha is situated.

#chhattisgarh #mungai #bhalu #sambalpuri #sambalpuriya #sambalpuriyoutubechannel #nuapada #travelvlog #sambalpurivlog

ଆପଣ ମାନେ ମୋର ସୋସିଆଲ ପ୍ଲାଟଫର୍ମ ରେ ମୋତେ ଫୋଳୋ କରି ପାରବେ। ତଳର ଲିଙ୍କ୍ କେ କ୍ଲିକ୍ କରୁନ୍

Instagram :  / b3h1mf2hyzu  

ଭିଡିଓ ଆପଣ କେ ପସନ୍ଦ୍ ଆସିଲା ବେଳେ like, comment & share karbe ଆଉ ନୁଆ ଲୋକ ବେଳେ channel କେ subscribe କରବେ।

show more

Share/Embed