କିଏ ଯିବ କିଏ ଥିବ | ନୂଆ ସକାଳର ଆଶା | REV. NIRANJAN TURUK | SAMPARK INDIA
SAMPARK INDIA SAMPARK INDIA
24.8K subscribers
3,315 views
591

 Published On Premiered Sep 17, 2024

Thought of the day: କିଏ ଯିବ କିଏ ଥିବ
ମାଥିଉ ୭:୨୧-୨୩
ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ସେଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ, ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ, ମୋʼ ପାଖରୁ ଦୂର ହୁଅ।
Join this channel to get access to perks:
   / @samparkdigitalindia  
FOLLOW US ON YOUTUBE
   / samparkdigitalmedianetwork  
FOLLOW US ON INSTAGRAM
  / samparkdigitalmedianetwork  
Contact for more details: +91-8018611082

show more

Share/Embed