ଜଙ୍ଗଲ ମଝିରେ ଟ୍ୟୁସନ କଲେ ଉପମୁଖ୍ୟମନ୍ତ୍ରୀ | Odisha Reporter
Odisha Reporter Odisha Reporter
2.5M subscribers
11,786 views
552

 Published On Oct 13, 2024

#ଉପ_ମୁଖ୍ୟମନ୍ତ୍ରୀଙ୍କ_ଆଖିରୁ_ବର୍ତ୍ତି_ପାରିଲେନି_ବନ_ବିଭାଗର_ଅଧିକାରୀ
ଦେହରୁ ଗମଗମ ହୋଇ ଝାଳ ବୋହି ଯାଉଛି, ଗୋଟିଏ ଧ୍ୟାନରେ ଉପମୁଖ୍ୟମନ୍ତ୍ରୀ ଚାଲିଛନ୍ତି କିନ୍ତୁ ପ୍ରକୃତ ଘଟଣା ସଂପର୍କରେ ଜାଣିଲେ ଆପଣ ବି ତାଜୁବ ହେବେ। ଚଳିତ ବର୍ଷ କେଉଁଠି ବୃକ୍ଷରୋପଣ ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ଉପମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିବା ପରେ ବିଭାଗୀୟ ଅଧିକାରୀଙ୍କୁ ଡାକି ପଚାରଉଚୁରା କରିଥିଲେ। କିନ୍ତୁ ବଲାଙ୍ଗିର ଜିଲ୍ଲାର ବନ କର୍ମଚାରୀ ଓ ଅଧିକାରୀ, ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #deputycm #kanakbardhansinghdeo #scam #dfo #ForestDepartment #OdishaReporter

show more

Share/Embed