ଚାଷୀଙ୍କ ଟିପ ନେଇ କିଏ ଖାଇଗଲା ଟଙ୍କା ? | Odisha Reporter
Odisha Reporter Odisha Reporter
2.48M subscribers
1,999 views
39

 Published On Sep 23, 2024

ସମବାୟ ସମିତିରେ ଚାଷୀଙ୍କ ଟିପ ନେଇ ଟଙ୍କା ଖାଇଗଲେ । ଟଙ୍କା ଆଉ କିଏ ନେଲା ହେଲେ ଏବେ ଚାଷୀଙ୍କୁ ସୁଜିବାକୁ ପଡ଼ୁଛି ଋଣ ଟଙ୍କା । ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ବରୁଣା ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିବା ଚାଷୀମାନେ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #CooperativeBank #kendrapada #Rajnagar #farmers

show more

Share/Embed