ଏଇ ଗରମରେ ଗୋଟିଏ ଥର ଏମିତି ଅଙ୍ଗୁର ସରବତ ବନେଇ ପିଅନ୍ତୁ। ସବୁଦିନ ପିଇବାକୁ ମନ ହବ। ଅଙ୍ଗୁର ଜୁସ୍। Angur juice
Sandhya's Khana Khazana Odia Sandhya's Khana Khazana Odia
1.17K subscribers
136 views
9

 Published On Mar 31, 2023

Grapes juice । Angur juice। Sandhya's Khana Khazana Odia। ଅଙ୍ଗୁର ଜୁସ୍।

ନମସ୍କାର ଜୟ ଜଗନ୍ନାଥ।ଏଇ ଭିଡିଓରେ ମୁଁ ଅତି ସହଜରେ ଅଙ୍ଗୁର ଜୁସ ପ୍ରସ୍ତୁତ କରିବାର ଉପାୟ ଆପଣ ମାନଙ୍କ ସହିତ ସେୟାର କରିଛି।ଯାହା ଫଳରେକି ଆପଣ ବହୁତ ସହଜରେ ଏଇ ଜୁସକୁ ବନେଇ ପାରିବେ।ଏଇ ଗରମରେ ଗୋଟିଏ ଥର ଏମିତି ଅଙ୍ଗୁର ସରବତ ବନେଇ ପିଅନ୍ତୁ। ସବୁଦିନ ପିଇବାକୁ ମନ ହବ। Super tasty juice। ସରବତ ରେସିପି।
ଆବଶ୍ୟକୀୟ ସାମଗ୍ରି:
ଅଙ୍ଗୁର
ପୁଦିନା ପତ୍ର
ଚିନି
ଜିରାଗୁଣ୍ଡ
କଳାଲୁଣ
ଲେମ୍ବୁ

show more

Share/Embed