`ନିଲାମ ପ୍ରକିୟା ଉଠିଲେ, ବାଲିଯାତ୍ରାର ଗାରିମା ଫେରିବ’ | Odisha Reporter
Odisha Reporter Odisha Reporter
2.5M subscribers
229 views
5

 Published On Oct 11, 2024

କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ପୂର୍ବରୁ ମୁଣ୍ଡ ଟେକିଲା ବିବାଦ। ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲିଯାତ୍ରା ମିଳିତ ମଞ୍ଚ ଉଠାଇଲା ପ୍ରଶ୍ନ। ଜମି ନିଲାମ ପ୍ରକ୍ରିୟା ବନ୍ଦ କରିବା ଓ ଜମି ଵର୍ଗଫୁଟ ପିଛା ଟଙ୍କା କୋହଳ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଛି ବାଲିଯାତ୍ରା ମିଳିତ ମଞ୍ଚ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Balijatra #cuttack #odisha #news #update #odishareporter

show more

Share/Embed