ସାରୁକୁ ଥରେ ଏମିତି ପଦ୍ଧତିରେ ବାନନ୍ତୁ ଦେଖୁ ଦେଖୁ ଆସିଯିବ ପାଟିରେ ପାଣି
Odisha kitchen Odisha kitchen
1.16K subscribers
1,165 views
0

 Published On Jul 13, 2024

ନମସ୍କାର ଦର୍ଶକ ବନ୍ଧୁ,ମୁଁ ହେଲି ଅପଣଂକ ପ୍ରିୟ Mamuni,ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଓ ସୁଖମୟ ଥିବେ.
ମୁଁ ଆଜି ବନାଇଛି ସାରୁ ତରକାରି

ସାଧାରଣତଃ ଲୋକ ଏହାକୁ market ରୁ ahi saga କିଣି କରି ଖାନ୍ତି. But ଆଜି ମୁଁ ଆପଣ ମାନଙ୍କୁ ଦେଶୀ style re କେମିତି tasty ଆଉ healthy ବନାଇ ସମସ୍ତଙ୍କୁ ଖୁଆଇବେ ଆସନ୍ତୁ ଜାଣିବା.



Taste ଏତେ ଭଲ କି apanaku ଦେଖିକି ଭୋକ ଲାଗିଯିବ.
ଏହାକୁ ଆପଣ ଭାତ , ରୁଟି re ଖାଇ ପାରିବେ.

ବନେଇବା ବହୁତ ସହଜରେ ଆଉ simple.
Aau ଅଳ୍ପ ମିନିଟ re ଭି ହେଇ ଯିବା.

ଭିଡ଼ିଓ ଟିକୁ start ରୁ end ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣି ପାରିବେ ମୁଁ kate ସହଜରେ ଆଉ ଅଳ୍ପ time re ବନେଇଛି.
ସାରୁ ତରକାରି ପୁରା ସହଜରେ ଆଉ ବିନା ଟେନସନ re ବନାଇ ପାରିବେ.ଆଉ କିଛି ଅଧିକା ମସଲା ଭି ଦରକାର ହୁଏନି.

ଭିଡ଼ିଓ re ମୁଁ ସବୁ ingredients saha kate ବେଳେ କଣ ସବୁ ପକେଇବେ ଆଉ kate ପରିମାଣ re ପକେଇବେ ସେ ସବୁ mention କରିଛି.


ଯଦି ଆପଣଙ୍କୁ ଆଜିର video ଟେ bhala ଲାଗିଲା ତ ପକ୍କା କମେଣ୍ଟ କରି ଜଣାନ୍ତୁ. ଆଉ next ଭିଡ଼ିଓ re ଆପଣ ଖାଇବା re କଣ ପସନ୍ଦ କରନ୍ତି ଦୟାକରି କମେଣ୍ଟ re kuhantu.


ଦୟାକରି Like, Subscribe, comment ଆଉ right side re ଥିବା Bell Icon press କରିବା ପାଇଁ ଜମାରୁ ଭୁଲନ୍ତୁନି.
#odisha #odishatrending #shortvideo
#odisha #odishatrending #shortvideo

ଯଦି Apanaku କିଛି Doubt ଅଥବା କିଛି ପ୍ରଶ୍ନ ଥାଏ ତ please drop ଏ mail at
[email protected]

#cookingchannel #cooking #cookingtips #homechef #homechefodisha #rendingvideo

#odisha #odishatrending #shortvideo
Aau Instagram re follow କରିବା ପାଇଁ ଜମାରୁ ଭୁଲିବେନି
I'd @odisha_kitchen_

Thank you ❤️
Apanaka ପ୍ରିୟ ଚାଁନେଲ
#Odisha kitchen.

show more

Share/Embed