ମୋହନଙ୍କ ଖେଳରେ ଫଶିଗଲେ ନବୀନ ! | Odisha Reporter
Odisha Reporter Odisha Reporter
2.48M subscribers
17,413 views
314

 Published On Sep 24, 2024

ଭରତପୁର ଥାନା ଘଟଣାରେ ଆଜି ବିଜେଡି କରିଥାନ୍ତା ଭୁବନେଶ୍ବର ବନ୍ଦ। ନବୀନ ଦାବି କରିଥିଲେ ବିଚାର ବିଭାଗୀୟ ତଦନ୍ତ ଆଉ ମାନିନେଲେ ମୋହନ। ବିଜେଡି ପ୍ଲାନ କରିଥିଲା ବିରୋଧୀ ଦଳରେ ବସିବା ପରେ ଦେଖାଇବ ପ୍ରଥମ ତାକତ। ହେଲେ ମୋହନଙ୍କ ଖେଳରେ ଫଶିଗଲେ ନବୀନ ଆଉ ବିଜେଡି କଲା ପ୍ରତ୍ୟାହାର। ଘଟଣାକୁ ନେଇ ଯେଉଁଭଳି ଭାବେ ମାଇଲେଜ ନେବା କଥା ତାହା ନେଇ ପାରିଲାନି ବିଜେଡି। ପରାଜୟ ପରେ ତାକତ ଦେଖାଇବାର ମୌକା ହରାଇଲା ବିଜେଡି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #BharatpurCase #odisha #news #update #BJD #NaveenPatnaik #MohanCharanMajhi #odishareporter

show more

Share/Embed