ରକ୍ତତୀର୍ଥ ଇରମ | India's 2nd jallianwala bagh | Rakta Tirtha Eram |
Jijnasa Jijnasa
4.38K subscribers
148 views
6

 Published On Feb 21, 2024

ଜୟ ଜଗନ୍ନାଥ ସାଙ୍ଗ ମାନେ | ଜିଜ୍ଞାସା ଚାନେଲକୁ ଆପଣଙ୍କୁ ସ୍ୱାଗତ | ଆପଣମାନେ ଜାଲିୟାନାୱାଲାୱାଗ୍ ବିଷୟରେ ନିଶ୍ଚୟ ଶୁଣିଥିବେ ଏବଂ ପଢ଼ିଥିବେ, କିପରି ଇଂରେଜମାନଙ୍କ ବର୍ବରୋଚିତ କାର୍ଯ୍ୟ ବିଷୟରେ ଜାଣିଥିବେ | ହେଲେ ଆପଣମାନେ ଜାଣନ୍ତିକି; ଓଡ଼ିଶାର ଏକ ସ୍ଥାନରେ ସେହିପରି ଦୁଃଖଦ ଘଟଣା ଘଟିଥିଲା ଏବଂ ଅନେକ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀମାନେ ଏକ ଶାନ୍ତିପୂର୍ଣ୍ଣ ସଭାରେ ବ୍ରିଟିଶ ଗୁଳିର ଶିକାର ହୋଇଥିଲେ | ସେହି ଭାରତର ଦ୍ୱିତୀୟ ଜାଲିୟାନାୱାଲାୱାଗ୍ ହେଉଛି ଓଡ଼ିଶାର ରକ୍ତତୀର୍ଥ ଇରମ |

  / jijnasaodia  
  / jijnasaodia  
#jijnasaodia
#jijnasa
#odiafreedomfighters
#odishainfreedomstruggle
#odiamartyrs
#odishahistory
#odiahistory
#raktatirtha
#eram
#jalianwalabagh
#bhadrak

Odisha History

#utkaldivas
#utkaldiwas
#odishaday
#motherlanguage
#motherlanguageday
#jijnasaodia
#jijnasa
#odiagk
#odiaquiz
#odiajibani

show more

Share/Embed