ଆଜି ପ୍ରଭୁ ଗଣେଶଙ୍କ ଭାସଣିରେ ଆମ ଗାଁ ରେ କଣ ହେଲା?😲 ଆଜି ପୁରା ସମସ୍ତେ ଘାଣ୍ଟିଦେଲେ 😲🥰 ଆଗକୁ ଦେଖନ୍ତୁ କଣ ହେଲା?
Deba's vlogging Deba's vlogging
490 subscribers
46 views
12

 Published On Sep 25, 2024

ଆଜି ପ୍ରଭୁ ଗଣେଶଙ୍କ ଭାସଣିରେ ଆମ ଗାଁ ରେ କଣ ହେଲା?😲 ଆଜି ପୁରା ସମସ୍ତେ ଘାଣ୍ଟିଦେଲେ 😲🥰 ଆଗକୁ ଦେଖନ୍ତୁ କଣ ହେଲା?
ଆଜି ଆମ ଗାଁ ରେ କଣ ହେଲା?
ଭିଡିଓ କୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ କଣ ହେଲା?
ଏ ବର୍ଷ ପୁରା ଅଲଗା ହେଲା
ଆଶା ନଥିଲା କି ଏ ବର୍ଷ Dj ହେବ ବୋଲି ଟା ହେଇଗଲା ପୁଣି
ଢୋଲ ବାଜା ପୁରା ଘାଣ୍ଟି ଦେଲେ
ଏ ବର୍ଷ ପୁରା unique ହେଲା।
ଆମେ ଓଡ଼ିଆ ସବୁଠୁ ବଢିଆ
ଆମ ଓଡ଼ିଆ ଭାଷା ଭାରି ବଢିଆ
ପବିତ୍ର ପୁରୀ ଗର୍ବ ଆମରି
ଜୟ ଜଗନ୍ନାଥ ⭕‼️⭕
ଜୟ ଶ୍ରୀ ରାମ 💖🙏💖
ଗଣପତି ବାବା ମୋରିଆ 🥰🙏🥰


Welcome to my vlog channel Deba's vlogging
Please subscribe now
Today is my village program on ganesh bhasani.
Today more to more masti and more to more crying.
Because prabhu ganesh visarjan and end to celebrate.



#odiavlog
#vlogging
#lifestylevlog
#debasvlogging
#ganeshvisarjan

show more

Share/Embed