Famous gandhi temple , Bhatra, Sambalpur ଚାଲୁନ ବୁଲି ଜିମା
Paschim Odisha Vloger Paschim Odisha Vloger
533 subscribers
89 views
1

 Published On Oct 2, 2024

Famous gandhi temple , Bhatra, Sambalpur ଚାଲୁନ ବୁଲି ଜିମା

World famous mahatmagandhi temple

ଭତରା ମହାତ୍ମାଗାନ୍ଧୀ ମନ୍ଦିର ବିଷୟରେ :- ଏହି ମନ୍ଦିର ଓଡ଼ିଶା ର ସମ୍ବଲପୁର ଜିଲ୍ଲାର ଭତରା ଗ୍ରାମରେ ଅବସ୍ଥିତ |

ଗାନ୍ଧୀମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ତା. 23/3/1972 ରେ ରାମନାବମୀ ଦିନ ଉତ୍ତରାଞ୍ଚଳ ରାଜସ୍ପ କମିଶନର ଶ୍ରୀ ରବିନ୍ଦ୍ରନାଥ ମହାନ୍ତି ଙ୍କ ଦ୍ଵାରା କରାଯାଇଥିଲା |

1973 ରେ ତତ୍କାଳୀନ ଏମ. ଏଲ. ଏ. ଶ୍ରୀ ଅଭିମନ୍ୟୁ କୁମାର ମନ୍ଦିର ସ୍ଥାପନ କରିଥିଲେ |

ତା, 11/4/1974 ରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା |

ମନ୍ଦିର ଉଦଘାଟନ ପରେ ସକାଳେ ସନ୍ଧ୍ୟାରେ ଯେମିତି ଭଗବାନ ଙ୍କୁ ପୂଜା ଅର୍ଚନା କରାଯାଏ ସେମିତି ଗାନ୍ଧିଜୀଙ୍କୁ ପୂଜାଅର୍ଚନା କରାଯାଏ |


Friends ମାନେ ଏହି video ଆପଣ ମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ.
ଯଦି video ରେ କିଛି ଭୁଲଥାଏ 🙏କ୍ଷମା କରିବେ |

ଧନ୍ୟବାଦ 🙏🙏🙏🙏🙏


#mahatmagandhitemple
#gandhitemplebhatra
#mahatmagandhistory
#sambalpur
#paschimodishavloger
#viralpost2024シ

show more

Share/Embed