ହୃଦ‌ରୋଗ ଲକ୍ଷଣକୁ ଜାଣନ୍ତୁ | Heart Attack: Know the Symptoms, in Odia | Dr Jitendra Nath Patnaik
Swasthya Plus Odia Swasthya Plus Odia
711K subscribers
4,671 views
83

 Published On Sep 24, 2024

#HeartAttack #OdiaHealthTips

ବର୍ତ୍ତମାନ ସମୟରେ ହୃଦ୍‌ଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଖରାପ ଜୀବନଶୈଳୀ, ଖାଦ୍ୟପାନ ଏବଂ ବ୍ୟାୟାମର ଅଭାବ ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ। ଯଦି ହୃଦ୍‌ଘାତ ରୋଗୀ ଠିକ ସମୟରେ ଚିକିତ୍ସା ପାଆନ୍ତି, ତେବେ ରୋଗୀର ଜୀବନ ରକ୍ଷା ହୋଇପାରିବ। କେଉଁମାନଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ରହିଛି? ହୃଦ୍‌ଘାତର ଲକ୍ଷଣ ଦେଖାଗଲେ କ'ଣ କରିବେ? ଆସନ୍ତୁ, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା ।

ଏହି ଭିଡିଓରେ ରହିଛି,

ହୃଦ୍‌ଘାତର ଲକ୍ଷଣ କ'ଣ? (0:00)
ଅଚାନକ ହୃଦ୍‌ଘାତ ହେଲେ କ'ଣ କରିବେ? (1:48)
ହୃଦ୍‌ଘାତର ପରୀକ୍ଷା ଏବଂ ଚିକିତ୍ସା (2:47)
କାହାକୁ ହୃଦ୍‌ଘାତ ହେବାର ଆଶଙ୍କା ରହିଛି? (4:22)
ବାଇପାସ୍‌ ସର୍ଜରୀ କ'ଣ? (6:14)
ବାଇପାସ୍‌ ସର୍ଜରୀର କୌଣସି ଜଟିଳତା ରହିଛି କି? (9:10)

A heart attack occurs when blood flow to a part of the heart is blocked, usually by a blood clot, causing damage to the heart muscle. Symptoms include chest pain, shortness of breath, sweating, nausea, and discomfort in the arms, back, neck, or jaw. How to treat Heart Attack? Let’s know more from Dr Jitendra Nath Patnaik, a Cardio Thoracic Surgeon.

In this Video,

Symptoms of Heart Attack, in Odia (0:00)
First Aid for Heart Attack, in Odia (1:48)
Diagnosis & Treatment of Heart Attack, in Odia (2:47)
Who is at risk of developing a Heart Attack? in Odia (4:22)
What is Bypass Surgery? in Odia (6:14)
Complications of Bypass Surgery, in Odia (9:10)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

show more

Share/Embed