ପ୍ରଶଂସା ର ଗାନରେ | PRASANSHA RA GANARE | PANKAJ JAAL | NEW TEASER CHRISTIAN SONG|PRASAD LIMA MUSIC
PRASAD LIMA MUSIC PRASAD LIMA MUSIC
51.7K subscribers
3,809 views
519

 Published On Premiered Jul 31, 2024

FOR BETTER SOUND CLARITY
" USE HEADPHONES "


NEW OFFICIAL VIDEO ......

ପ୍ରସଂଶା ର ଗାନରେ............

PRASANSHA RA GANARE............

ଗୀତ ର ସଂପୂର୍ଣ୍ଣ ଲେଖା -:

ଆ..... ଆ.... ଆ......

ସୁମଧୁର ତାନ ରେ
ପ୍ରଶଂସାର ଗାନରେ ଚମକି ଯାଉ....

ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ (୨ ଥର)
ସେ ଆଦି ଅନନ୍ତ ଆରମ୍ଭ ଓ ଶେଷ (୨ ଥର)
ମୋ ସଦାପ୍ରଭୁ...
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ
ଅବିରତ ତାହାଙ୍କ ମହିମା ହେଉ (୨ ଥର)

---###------###----##------##---

ସ୍ୱରୂପେ ସେ ସରଜିଲେ ଅତି ଯତନେ
କରିବାକୁ ଗୁଣଗାନ ତାହାଙ୍କ ନାମେ
ଆସୁ ଯେତେ ପ୍ରଲୋଭନ ପରୀକ୍ଷା ମାନ
ଓଠେ ମୋର ଥାଉ ସଦା ଯୀଶୁଙ୍କ ନାମ (୨ ଥର)
ପ୍ରଂଶସାରେ ବାସକାରୀ ସେ ଚିର ସ୍ୱୟମ୍ଭୁ... (୨ ଥର)
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ
ଅବିରତ ତାହାଙ୍କ ମହିମା ହେଉ

---###----###----####---###-

ଭଙ୍ଗା ଚୁନା ଅନ୍ତର ମୋ ସୁଗ୍ରାହ୍ଯ ବଳି
ଯୀଶୁଙ୍କର ଶ୍ରୀପୟରେ ସମର୍ପି ଦେଲି
ଅନୁଗ୍ରହ ସିଂହାସନେ ବିରାଜମାନ
ଢାଳି ଦେବେ ସରଗରୁ ଆଶିଷ ଦାନ (୨ ଥର)
କରି ତାଙ୍କ ସ୍ତବ ଗାନ ମୋ ଜୀବନ ବିତୁ... (୨ ଥର)
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ
ଅବିରତ ତାହାଙ୍କ ମହିମା ହେଉ...

ସୁମଧୁର ତାନ ରେ...


AUDIO CREDITS :-


Music Banner : PRASAD LIMA MUSIC

Singer : PANKAJ JAAL

Music : PRASAD LIMA

Lyrics : TAITAS PAL

Arrengements by : SMILE PANI

Recording at : Studio PURNIMA (TITLAGHARH)

Recording : JALANDHAR

Mastering by : PANKAJ JAAL



VIDEO CREDITS :-

In Frame : PANKAJ & PRASAD


D.O.P / Camera : CHANDAN BHAI


Editing: : CHANDAN BHAI


Project Manager : SISIR LIMA

Thumbnail designed by : CHANDAN BHAI





#ପ୍ରସଂଶାରଗାନରେ
#Prsansharaganare
#Pankajjaal
#PrasdLimaMusic
#PrasdLimaMusic
#NewChristianSong
#DeeptiRekhaSong
#ShashankSekharSong
#RiturajDeeptirekhaSong
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewAmitPaniChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum

show more

Share/Embed