#panchalingeswar
Kaizen NGU Kaizen NGU
3.13K subscribers
1,251 views
45

 Published On Jul 20, 2024

#panchalingeswar Temple || ପଞ୍ଚଲିଙ୍ଗେଶ୍ଵର || panchalingeswar Mandir Video , Nilagiri, Balasore
‪@KaizenNGU‬

Panchalingeswar temple is in Balasore district of Odisha , India . Panchalingeswar Temple named after the five Shivling that are enshrined inside . Panchalingeswar temple is on top of a hillock near the Nilgiri Hill .

ବାଲେଶ୍ଵର ଜିଲ୍ଲାର ଗର୍ବ ଗୌରବ ହେଉଛନ୍ତି ପଞ୍ଚଲିଙ୍ଗେଶ୍ଵର ମହାଦେବ , ପ୍ରଖର ଝରଣା ପାଣି ଭିତରେ ହାତ ପୁରାଇ ୫ ଟି ଶିବ ଲିଙ୍ଗ କୁ ସ୍ପର୍ଶ କରିବାର ସୌଭାଗ୍ୟ କେବଳ ପୁଣ୍ୟବାନ ମଣିଷ କୁ ମିଳିଥାଏ। ଏଭଳି ଭାବରେ ଦର୍ଶନ ଏବଂ ସ୍ପର୍ଶ କରିବାର ପରମ୍ପରା ସମଗ୍ର ଉତ୍କଳ ରେ ବିରଳ । କିମ୍ବଦନ୍ତୀ ଏବଂ ପୌରାଣିକ ଉପାଖ୍ୟାନ ଅନୁଯାୟୀ ଜରାସନ୍ଧ ଏହି ୫ଟି ଶିବ ଲିଙ୍ଗ କୁ ଦର୍ଶନ କରିବା ପରେ ଯାଇ ଜଳ ସ୍ପର୍ଶ କରୁଥିଲେ । ଶ୍ରାବଣ ମାସ ସୋମବାର ରେ ଏଠାରେ ଅନେକ କାଉଡ଼ିଆ ମାନଙ୍କର ସମାଗମ ହୁଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ସ୍ଥାନ କୁ ଶୀତ କଳା ରେ ଅନେକ ପର୍ଯ୍ୟଟକ ଆସିଥାନ୍ତି।



ଆଉ ଯଦି video ପସନ୍ଦ ଆସିଛିତ ନିଶ୍ଚୟ ଏକୁ Like, Share and comments କରନ୍ତୁ । ଆଉ ଯଦି ଚେନାଲ କୁ ଏଯାଏଁ Subscrib କରିନାହାଁନ୍ତି ତ kaindly 🙏 Subscribe କରି ନିଅନ୍ତୁ ।


I hope you enjoyed this video.
please 🙏 do subscribe my YouTube channel and hit 🎯 the bell 🔔 icon, likes , share and comments pls .



fb - https://www.facebook.com/viraj.dobria...


Instagram -https://www.instagram.com/_the_warrio...




#vlogs
#panchalingeswar
#travelvlogs
#travel
#panchayat
#panchalingeswartemple
#vlogsvideo
#panchalingeswartourgide
#panchal8ngeswarodisha

show more

Share/Embed