Lagla Maar Mahani | A Sambalpuri Bhajan | Staring Little Dancer Dibya | Singer Priyadarshini Nath
Dibya Dance and Entertainment Dibya Dance and Entertainment
14.5K subscribers
32,373 views
1K

 Published On Oct 1, 2024

#youtubeshorts #dance #sambalpurifolk #song #dancesong #partymusic #samleibhajan #samleiswarimaa #bhajan #newalbumsong #newsambalpurisong #newsambalpurisong2024 #youtube #youtuber #sambalpuri #sambalpuribhajanstatus #dussera
Jay maa Samlei
Presents the video - Lagla Maa R Mahani (ଲାଗଲା ମା ର ମହନୀ)
Sambalpuri Bhajan Song of Maa Samalei
Video release on the occasion of Dussehra
Presented by - "Dibya Dance and Entertainment"

Song Credit :-
Singer - Priyadarshini Nath
Lyrics and Music - Sri Ratan Pujari
Music Arrangement - Kamlesh Chakraborty
MPC - Bishikesan Deep
VST - John Pandey
Recording - RR Studio, Bargarh
Producer - Roshan Panda
Co-Producer - Sameer Panda

Video Credits :-
Starring - Little Dancer Dibya
Supporting Artist / Dancer - Shreyanshi, Ashrita, Abhipsa, Snigdha, Dibyanshi, Misti
Dance Group - Sana Dance Academy

Acting - Sameera, Little Dancer Dibya, Khusbu Suna as Budhi Samlei with Shreyanshi, Ashrita, Abhipsa, Snigdha, Dibyanshi, Misti

Dop / Edit - Kuna Roul
Camera / Photography - Kuna Roul

Creative Director / Choreographer - Kusha Mallik
Costume and Make up artist - Khusbu

Co-Producer - Sameera Panda
Producer - Roshan Panda
Banner - Dibya Dance and Entertainment
Production House - Dibya Dance Entertainment

Special thanks to - all parents of dancers, Ajay, Rinku, Dhiren, Suren & Villagers of Kusumdihi

Lyrics
Album Name - ଲାଗଲା ମା ର ମହନୀ

ମହାନଦୀ ର ଖଁଡ଼ି.... ସେମେଲ ଗଛର ତଲେ....
ଉଭା ହେଲୁ ~~~~ ସମଲେଇ ନାମେ ~~~~ ସମଲେଇ ନାମେ ~~~~ଗୋ ମା ...
ସମ୍ୱଲପୁର ର ଧାମେ ….
ସୄବ ଅଳକା କେ ସୁନା ଚାଉଳ .. ମା ର ମୁହୂ ଦିସୁଛେ ଝଲ ମଳ...
ଚାଲ ବଉଳ ମା ର ଦେଉଳ .. ଢଳି ଯିବା ସତେ ଆରତୀ ବେଳ ...

ଫୁଲ ତ ଫୁଲ ମା ମନ୍ଦାର ଫୁଲ ମା ତୋର ଲାଗି ତୁଳିଛେ ..
ଲାଲ ତ ଲାଲ ମା ଲାଲ ସିନ୍ଦୁର ଗୋ ତୋର ଲାଗି ଗୁଳିଛେ ....

ଫୁଲ ତ ଫୁଲ ମା ମନ୍ଦାର ଫୁଲ ମା ତୋର ଲାଗି ତୁଳିଛେ ..
ଲାଲ ତ ଲାଲ ମା ଲାଲ ସିନ୍ଦୁର ଗୋ ତୋର ଲାଗି ଗୁଳିଛେ ....

କେତେ ଆଶା ମା ଗୋ କରିଥିଲି ତୋର ଦୁଆରେ ତତେ ପାଇଗଲି ..
କେତେ ଆଶା ମା ଗୋ କରିଥିଲି ତୋର ଦୁଆରେ ତତେ ପାଇଗଲି ..
ତୋର ବିନେ ଆରୁ କାହିଁ ଜିମି ମୁଇ ମା ......

ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ତୋର ଦୁଆରେ ମା ...
ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ସମଲେଇ ମା ...

ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ତୋର ଦୁଆରେ ମା ... chorus
ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ସମଲେଇ ମା ...chorus

ଓ .....ଜାଳି ଦେମି ଜାଗର ବତି କରି ଦେମି ତୋର ଆଳତି...
ତୁଇ ତ ମୋର ଗୁଟେ ବଳି ଦୟାମୟି ମା …
ଓ .....ତୁଇ ତ ମୋର ଗୁଟେ ବଳି ସମଲେଇ ମା

ମଖେଇ ଦେମି ଦହନା ମାଲି ଚଢେଇ ଦେମି ଯୁଗାର ଥାଳି ...
ତୋର ପୂଜା କରି ସବୁ ପାଇ ଜିମି ମା ....
ଓ.... ତୋର ଦୟା ହେଲେ ସବୁ ପାଇ ଜିମି ମା ....

ତୋର ବାନା ଚାହିଁ ଆସିଥିଲି ତୋର ଦରଶନ ପାଇ ଗଲି ..
ତୋର ବାନା ଚାହିଁ ଆସିଥିଲି ତୋର ଦରଶନ ପାଇ ଗଲି ..
ତୋର ବିନେ ଆରୁ କାହିଁ ଜିମି ମୁଇ ମା ......

ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ତୋର ଦୁଆରେ ମା ...
ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ତୋର ଦୁଆରେ ମା ...

ମା ଗୋ ମା ସମଲେଇ ମା ତାର ଲାଗି ବଳି ଚଳେ ଦୁନିଆ ... Chorus
ଜାଗାରେ ଯୁଗାରେ ମା ଉଭାଗର ବଜଉଛେ ଭରଣୀ ଲାଗେ ସୁନ୍ଦର ... Chorus

ହୋ ...~~~~~
ହଜି ଥିଲେ ନୁଁରି ଦିସୁ ମା ଭାଙ୍ଗି ଥିଲେ ଗଢି ଦିସୁ ମା ...
ମନର କଥା ଜାନି ଯାଏସୁଁ ମହାମାୟୀ ମା ..ହୋ ..~~~
ମନ ଜାନି ସବୁ ଟା ଦେସୁ ସମଲେଇ ମା ...

ତୋର ମହିମା ଗାଇ ଗାଇ ତୋର ଭଜନ ଗାଇ ଗାଇ ..
ଆଳତି ବେଳେ ଦେଖୁଥିମି ଇଷ୍ଟ ଦେବୀ ମା ..ଆଃ ....~~~
ତୋର ନା ଭଜୁ ଥିମି ସିନ୍ଦୁର ମୁହିଁ ମା ...

କେତେ ଆଶା ମା ଗୋ କରିଥିଲି ତୋର ଦୁଆରେ ତତେ ପାଇଗଲି ..
କେତେ ଆଶା ମା ଗୋ କରିଥିଲି ତୋର ଦୁଆରେ ତତେ ପାଇଗଲି ..
ତୋର ବିନେ ଆରୁ କାହିଁ ଜିମି ମୁଇ ମା ......
ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ତୋର ଦୁଆରେ ମା ...
ଛମ ଛମ ପାଏଁଝଲ ବଜେଇ ନାଚୁଥିମି ଗୋ ସମଲେଇ ମା ...

ANTI - PIRACY WARNING
This content is copyright to ''Dibya Dance and Entertainment''. Any unauthorized reproduction, redistribution, or re-upload is strictly prohibited of this materials. Legal action will be taken
against those who violate the copyright of the following materials presented.

#newsambalpurisong
#newsambalpuribhajan
#newsambalpurisong2024
#samleibhajan2024
#littledancerdibya
#priyadarshininath
#sambalpuri
#sambalpuri_status

show more

Share/Embed