ଜଗଦ୍ଦେବଙ୍କ ଜଘନ୍ୟ କାଣ୍ଡ | Odisha Reporter
Odisha Reporter Odisha Reporter
2.48M subscribers
116,761 views
1.1K

 Published On Mar 12, 2022

ଜଗଦ୍ଦେବଙ୍କ ଜଘନ୍ୟ କାଣ୍ଡ । ମଦ ପିଇଲେ ଆଉ ଗାଡି ଚଢାଇଲେ । ସେପଟେ ଲୋକଙ୍କ ଆକ୍ରୋଶର ଶିକାର ବି ହେଲେ । ବ୍ଲକ ଅଧ୍ୟକ୍ଷ ପଦ କିଏ ନେବ ତାକୁ ନେଇ ଶନିବାର ବାଣପୁର ଅଫିସ ଜନଗହଳି ଥିଲା। ବାଣପୁରରେ ୧୭ ଟି ପଞ୍ଚାୟତରୁ ୧୨ ଟି ପଞ୍ଚାୟତରେ ଜିତିଛି ବିଜେପି ଆଉ ୫ ଟିରେ ଜିତିଛି ବିଜେଡି। ମାତ୍ର ୫ ଟି ସରପଞ୍ଚ ଜିତିଥିବା ବିଜେଡି କଳେ ବଳେ କୌଶଳେ ଅଧ୍ୟକ୍ଷ ପଦ ହାତେଇବାକୁ ଯୋଜନା କରିଥିଲା।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter

show more

Share/Embed