JP Nadda and CM Mohan hint about a big check to Dharmendra in Odisha politics | The Quiver
THE Quiver News THE Quiver News
225K subscribers
16,768 views
170

 Published On Oct 2, 2024

#ନଡ୍ଡା_ଓ_ମୋହନ_ଦେଲେ_ସଙ୍କେତ
ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ କ୍ଷମତା କନ୍ଦଳ ତୀବ୍ର ହୋଇଛି । ବିଶେଷ କରି ସରକାର କାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳାଉଥିବା ନେଇ ଚର୍ଚ୍ଚା ହେଉଥିଲା । ଏହାଦ୍ୱାରା ରାଜ୍ୟସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀଙ୍କ ଗୋଷ୍ଠୀ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବଳ ନାମକୁମାତ୍ର ବୋଲି କୁହାଗଲା । ବିରୋଧୀ ବି ଦାନ୍ତ ନିକୁଟିଲେ । ସବୁଠି ବିଜେପିର ବଦନାମ ହେଲା ।
#bjpgovernment #pmnarendramodi #bjpparty #bjpodisha #cmmohanmajhi #aprajitasarangi #dharmendrapradhan #manmohansamal #bjdodisha #naveenpatnaik #mohancharanmajhi #delhi #jpnadda
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!    / @thequivernews  
Like us in Facebook:   / thequiverofficial  
Follow us in Instagram:   / thequivernews  
Follow us in Twitter:   / thequivernews  
Visit our website: https://thequiver.in/
Follow us in LinkedIn:   / thequivernews  
#thequiver #thequivernews #odishapolitics

show more

Share/Embed