ବଲାଙ୍ଗିରର ଇ ବର୍ଷେ ୧୧ ମାସର ଛୁଆ ଆପଣକୁଁ ଶିଖେଇପାରବା କେତେ କଥା
Paharaa Paharaa
270K subscribers
29,535 views
946

 Published On Jan 13, 2021

‘ଧର୍ମପଦ’ ଇ ନାଁ ଟା ଶୁନିଦେଲେ ଛୁଆନୁ ବୁଢା ତକ୍ ସମକଁର ଭିତରେ ଗୁଟେ ପ୍ରେରଣା ଆର୍ ଆଶା ଆଏସି । କୋଣାର୍କ ମନ୍ଦିରର ମୁଣ୍ଡିମରା କଥା କିଏ ନାଇଁ ଜାନି । ବାକି ଆଏଜ୍ ଯେନ୍ ଧର୍ମପଦକୁଁ ଆପଣ ମାନେ ଭେଟବେ । ସେ ହେଉଛନ୍ ଗୁଟେ ବର୍ଷେ ୧୧ ମାସିଆ ଛୁଆ । ଯାହାର ଅଗି ଜିଭେ ରହିଛେ ଭାରତର ସବୁ ରାଜ୍ୟର ରାଜଧାନୀ ଆର କେତେ କଥା । ତାକଁର ବୟସକେ ଦେଖଲା ବେଲକେ ତାକଁର୍ ସାଧାରଣ ଜ୍ଞାନ ଯେତକି ଯିଏ କେହି ଦେଖଲେ ଆଶ୍ଚର୍ଯ୍ୟ ହେଇଯିବା । ବଲାଙ୍ଗିରର ରାଜୀବନଗରର ଶିକ୍ଷକ୍କଁର୍ ପୁଓ ଧର୍ମପଦ ସାହୁକୁଁ ଭେଟମା ଇ ଭିଡିଓନେ ।

Subscriber If you are watching this video on Youtube,
Like our page if you are on Facebook and Stay Connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

show more

Share/Embed