Arindam Das: ବଡ଼ ଅଜବ ଏ ଅରି ଭାଇ... | OTV Journalist Arindam Das | Odisha Reporter
Odisha Reporter Odisha Reporter
2.48M subscribers
10,149 views
298

 Published On Sep 24, 2024

#ମୁଣ୍ଡରେ_ଟୋପି_ଖଣ୍ଡେ_ଆଉ_ପିଠିରେ_ବ୍ୟାଗ୍
#ବଡ଼_ଅଜବ_ତୁମେ_ଅରି_ଭାଇ...
ଅଚିହ୍ନା ମଣିଷର ଠିକଣା ସିନା ପାଇହୁଏ କିନ୍ତୁ ଚିହ୍ନା ମଣିଷଟା ଥରେ ହଜିଗଲେ ଆଉ ତା ଠିକଣା ମିଳେନା । ସେ ସେମିତିକା ମଣିଷଟା । ଯେତିକି ଡେଙ୍ଗା, ସେତିକି ସାହାସୀ । ଯେମିତି ଉଚ୍ଚତା, ସେମିତି ଭାବନା । ଏ କେବଳ ମିଟର ଫିତାରେ 6 ଫୁଟ ନୁହେଁ, ସତରେ ଏ ଲୋକଟାର ଛାତିଟା ଛପନ ଇଞ୍ଚ । ମୁଣ୍ଡରେ ଟୋପି ଖଣ୍ଡେ । ଆଉ ପିଠିରେ ବ୍ୟାଗ ପକାଇ ବୁଲୁଥିବା ଏ ସାମ୍ବାଦିକକୁ କିଏ ନଚିହ୍ନିଛି...
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#ArindamDas #RipAriBhai #OtvReporter #DeathAnniversary #MunduliTragedy #OdishaReporter

show more

Share/Embed